ଶୀତଦିନେ ଖାଆନ୍ତୁ ମୂଳା ; ମିଳେ ଆଶ୍ଚର୍ଯ୍ୟଜନକ ଲାଭ

ଆରମ୍ଭ ହେଲାଣି ଶୀତଦିନ। ଏହିଦିନ ଖାଦ୍ୟ ପାଇଁ ଏପରି ବହୁ ଜିନିଷ ସହଜରେ ଉପଲବ୍ଧ ହୋଇଥାଏ ଓ ଏହାସହ ତାହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ମଧ୍ୟ ହୋଇଥାଏ। ଏହି ଶୀତଦିନେ ଅଧିକ ସେବନ କରାଯାଉଥିବା ଜିନିଷ ମଧ୍ୟରୁ ଏକ ମୁଖ୍ୟ ଜିନିଷ ହେଉଛି ମୂଳା। ଖୁବ କମ ଲୋକେ ଏହାର

ସାଢେ ୬ କେଜି ସୁନା ଜବତ ; ୧୦ ଚୋର, ୫ କ୍ରେତା ଗିରଫ

ଗଞ୍ଜାମ : ଗଞ୍ଜାମ ପୁଲିସକୁ ଏକ ବଡ ସଫଳତା ମିଳିଥିବା ବୁଧବାର ଜଣାପଡ଼ିଛି। ପ୍ରାୟ ସାଢେ ୬ କେଜି ସୁନା ଗଞ୍ଜାମ ପୁଲିସ ଜବତ କରିଛି। ଏହି ଘଟଣାରେ ୧୦ ଜଣ ଚୋର ଓ ୫ କ୍ରେତା ମଧ୍ୟ ଗିରଫ ହୋଇଛନ୍ତି। ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଅକ୍ଟୋବର ୧୨ରେ ଏହି ସୁନା ଲୁଟ ହୋଇଥିଲା। ଏହି

ଅଣ୍ଡା, ଛତୁଆ ପରେ ଅଙ୍ଗନବାଡ଼ି ପିଲା ଖାଇବେ ଚୁନା ମାଛ

ଭୁବନେଶ୍ୱର : ଛୋଟ ଛୋଟ ପିଲାଙ୍କ ପୁଷ୍ଟି ସାଧନ ନିମନ୍ତେ ପୂର୍ବରୁ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଅଣ୍ଡା ଓ ଛତୁଆ ପରି ସୁଷମ ଖାଦ୍ୟ ଦିଆଯାଉଥିଲା। ଖୁବ୍‌ଶୀଘ୍ର ଏହି ତାଲିକାରେ ସାମିଲ ହେବାକୁ ଯାଉଛି ଚୁନା ମାଛ।ଏଣିକି ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ,

ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ

ଭୁବନେଶ୍ୱର: ରାଜ୍ୟରେବୁଧବାର କରୋନା ନେଲା ଆଉ ୧୫ଜଣଙ୍କ ଜୀବନ । ଏଥିସହ ରାଜ୍ୟରେ ମୋଟ ମୃତୁ୍ୟ ସଂଖ୍ୟା ୧,୪୬୯କୁ ବୃଦ୍ଧି ହୋଇଛି । । ଏନେଇ ସ୍ୱାସ୍ଥ୍ୟ ଓ ରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସୂଚନା ଅନଚୁଯାୟୀ, ବୁଧବାର କରୋନାରେ ୧୫ଜଣ ମୃତକଙ୍କ ମଧ୍ୟରୁ

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଦେଲା ଏମିତି ତଥ୍ୟ

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଅରଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାକଲ କରିଛି । ତେବେ ବର୍ତମାନ ସୁଦ୍ଧା ଦେଖିବାକୁ ଗଲେ ହତ୍ୟା ନେଇ କୌଣସି ପ୍ରମାଣ ମିିଳି ନଥିବା କ୍ରାଇମବ୍ରାଂଚ କକ୍ଷରୁ କୋର୍ଟଙ୍କୁ ଜଣାଇଛନ୍ତି । ଏହା ସହ ଅପ୍ ଟୁ

ଘର ଭିତରୁ ମିଳିଲା ୬ ମୃତଦେହ, ହତ୍ୟା ସନ୍ଦେହ

ପାଟଣାଗଡ଼: ଘର ଭିତରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତଦେହ ଉପରେ କମ୍ବଳ ଘୋଡ଼ା ହୋଇଥିବା ଦେଖିବାକୁ ମିଳିଛି।  ମୃତକଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ, ୩ ପୁଅ ଏବଂ ଜଣେ ଝିଅ

ଅପରାହ୍ଣ ୪.୩୦ରେ ଆଇଟିଏଟି କଟକ ବେଞ୍ଚ କାର୍ଯ୍ୟାଳୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ବୁଧବାର(ଆଜି) ଅପରାହ୍ଣ ୪.୩୦ରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି. ଭଟ୍ଟ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

ହାରିବା ପାଇଁ ଓଏସି ଦାୟୀ: କଂଗ୍ରେସ

ପାଟନା: ନିର୍ବାଚନ ଫଳାଫଳ ନେଇ କଂଗ୍ରେସ ନିଜର ଦୁର୍ବଳତା ସମ୍ପର୍କରେ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ଏଆଇଏମ୍‌ଆଇଏମ୍‌ ନେତା ତଥା ହାଇଦରାବାଦ ସାଂସଦ ଆସାଦୁଦ୍ଦିନ ଓଏସୀଙ୍କୁ ଦୋଷାରୋପ କରିଛି। ତାଙ୍କ ଯୋଗୁଁ ମହାଗଠବନ୍ଧନର ଭୋଟ ବିଭାଜନ ଘଟିଲା ଏବଂ ଏହା ଆଶନୁରୂପ ଫଳ ପାଇବାରୁ ବଞ୍ଚିତ

ରାଜଧାନୀରେ ତିନି ମହଲା କୋଠାରେ ଝୁଲିଛି ମୃତଦେହ

ଭୁବନେଶ୍ୱର : ୩ ମହଲା କୋଠାରେ ଝୁଲୁଛି ମୃତଦେହ। ଆଜି ଏପରି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରର ହାଇପ୍ରୋଫାଇଲ୍‌ ଅଞ୍ଚଳ ଭାବେ ପରିଚିତ ସହିଦ୍‌ ନଗରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକ ହେଉଛି

ନିର୍ମାଣଧୀନ କାନ୍ଥ ଭୁଷୁଡ଼ି ୮ ମୃତ ; ୬ ଆହତ

ରାଜସ୍ଥାନ : ରାଜସ୍ଥାନର ଜୋଧପୁର ଜିଲା ବାସନୀ ଅଞ୍ଚଳରେ ଏକ ନିର୍ମାଣଧୀନ କାରଖାନାର କାନ୍ଥ ଭୁଷୁଡି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଆହତ ହୋଇଥିବା ବୁଧବାର ଜଣାପଡ଼ିଛି। ଏହି ଘଟଣାର ଗତକାଲି ସନ୍ଧ୍ୟାରେ ଘଟିଥିଲା।ପୁଲିସ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସମୟରେ ଶ୍ରମିକଙ୍କୁ ଉଦ୍ଧାର