ରାଜ୍ୟ ବାହାରେ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ : ଓଡ଼ିଶା-ମୋ ପରିବାର ବଢ଼ାଇଲା ସହାୟତାର ହାତ
ଭୁବନେଶ୍ୱର: ଗୁରୁଗ୍ରାମରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦ୍ରପଡ଼ାର ଜଣେ ଶ୍ରମିକଙ୍କ ମରଶରୀରକୁ ନିଜ ଗ୍ରାମକୁ ପଠାଇବା ପାଇଁ ଓଡ଼ିଶା-ମୋ ପରିବାର ସମସ୍ତ ବ୍ୟବସ୍ଥା କରିଛି । କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ବାଲିପାଟଣା ଗ୍ରାମର ପ୍ରମୋଦ ପରିଡ଼ା ଗୁରୁଗ୍ରାମରେ ରହି ପ୍ଲମ୍ବର!-->…