ନଷ୍ଟସ୍ୟ କାନ୍ୟା ଗତିଃ…

କଥାରେ ଅଛି, ‘ବୁଡିଗଲା ଗୋଡ ତଳକୁ ତଳକୁ’ । ନଷ୍ଟ ପଥରେ ଧାବମାନ ଅଶ୍ୱ ଗତିକୁ ରୋକିଲେ କାମୁଡା ଖାଇବା ସାର । ସ୍ୱାଧିନ ଭାରତବର୍ଷରେ ଏବେ ପ୍ରତ୍ୟେକ ମଣିଷ ନିଜ ନିଜର ମାନସମ୍ମାନ, ଧନସମ୍ପତି, ଗର୍ବ ଓ ଅହଂକାର ଆଦିକୁ ନେଇ ଏତେ ବ୍ୟସ୍ତ ଯେ, ସବୁଠାରୁ ମୂଲ୍ୟବାନ ବିଭବ ‘ମଣିଷପଣିଆ’କୁ ସେ ଏବେ…

ଏ ବର୍ଷ ଖୋଲିବନି ସ୍କୁଲ!

ଭୁବନେଶ୍ୱର: ଚଳିତ ମାସରେ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତି ନିଆଯାଇଥିଲା, ତାକୁ ରାଜ୍ୟ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ତେଣୁ ନଭେମ୍ବର ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବ ନାହିଁ । ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ ସୂଚନ ଦେଇଛନ୍ତି ।…

ପିଏନ୍‌ବି ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍; ୨ ଲୁଟେରା ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ପଟିଆ ସ୍ଥିତ ପିଏନ୍‌ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏଥିରେ ସଂପୃକ୍ତ ୨ ଜଣ ଲୁଟେରା ସମରଜିତ୍ ସିଂହ ଓ ଜାଫର ସାଦ୍ଦିକ୍ ଧରା ପଡ଼ିଛନ୍ତି। ଭାଇଜାଗରେ ଆଉ ଏକ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଧରିବା​‌ରେ ସକ୍ଷମ…

ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୯୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।ଆଜି ୧୫ ମୃତକଙ୍କ ମଧ୍ୟରୁ…

ରାଜ୍ୟରୁ ଆଉ ୧୪୯୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୧୪୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ  ୯୮ହଜାର ୭୬୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬୭ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୬୨୭ ଜଣ ସ୍ଥାନୀୟ…

ଲୁହ୍ରି ଜଳବିଦ୍ୟୁତ ପ୍ରକଳ୍ପରୁ ମିଳିବ ୭୭୫ କୋଟି ୟୁନିଟ ବିଜୁଳି

ସିମଲା: କେନ୍ଦ୍ର ସରକାର ହିମାଚଳ ପ୍ରଦେଶରେ ନିର୍ମାଣ ହେବାକୁ ଥିବା ୨୧୦ ମେଗାୱାଟ କ୍ଷମତା ବିଶିଷ୍ଟ ଲୁହ୍ରି ଜଳବିଦ୍ୟୁତ ପ୍ରକଳ୍ପ ବାବଦରେ ଘୋଷଣା କରିଛନ୍ତି । ଏହି ଜଳବିଦ୍ୟୁତ ପ୍ରକଳ୍ପକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ…

ବିରଜା ଓ ନାଭିଗୟା, ପିତୃପକ୍ଷ ଉପଲକ୍ଷେ ପିତୃଶ୍ରାଦ୍ଧ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିସରରେ ନାଭିଗୟା ଅଟୋ ଏହି ନାଭିଗୟାକୁ ସାରା ଭାରତବର୍ଷର ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ ପିଣ୍ଡଦାନ କରିବାକୁ ଆସିଥାନ୍ତି । ସାଧାରଣତଃ ଦେଖାଯାଏ ପିତୃପକ୍ଷ ଓ ମାତୃପକ୍ଷରେ ବର୍ଷର ଦୁଇଥର ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ…

ରାଜ୍ୟ ବାହାରେ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ : ଓଡ଼ିଶା-ମୋ ପରିବାର ବଢ଼ାଇଲା ସହାୟତାର ହାତ

ଭୁବନେଶ୍ୱର: ଗୁରୁଗ୍ରାମରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦ୍ରପଡ଼ାର ଜଣେ ଶ୍ରମିକଙ୍କ ମରଶରୀରକୁ ନିଜ ଗ୍ରାମକୁ ପଠାଇବା ପାଇଁ ଓଡ଼ିଶା-ମୋ ପରିବାର ସମସ୍ତ ବ୍ୟବସ୍ଥା କରିଛି । କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ବାଲିପାଟଣା ଗ୍ରାମର ପ୍ରମୋଦ ପରିଡ଼ା ଗୁରୁଗ୍ରାମରେ ରହି ପ୍ଲମ୍ବର…

ଶତ୍ରୁ ଉପରେ ଆକାଶରୁ ନଜର ରଖିବ ଭାରତର ଉପଗ୍ରହ

ନୂଆଦିଲ୍ଲୀ: ଭାରତର ଶତ୍ରୁଙ୍କ ଉପରେ ଏଣିକି ଅନ୍ତରୀକ୍ଷରୁ ନଜର ରଖିବ ଉପଗ୍ରହ । କାରଣ ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଆସନ୍ତା ନଭେମ୍ବର ୭ରେ ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଉତକ୍ଷେପଣ କରିବାକୁ ଯାଉଛି । ଇସ୍ରୋର ଅନେକ ପ୍ରକଳ୍ପ କରୋନା କାରଣରୁ ଅଟକି ଯାଇଥିଲା, ଯାହା ବର୍ତମାନ…

ଦ୍ୱିତୀୟ ଲହର ଆସୁଛି!

କରୋନରେ ଏବେ ସାରା ଭାରତ ଭାରାକ୍ରାନ୍ତ । ବହୁ ଲୋକଙ୍କ ଜୀବନ ନେଇସାରିଲାଣି ଏହି ମହାମାରୀ । କୋଭିଡ-୧୯ରେ ଲକ୍ଷ ଲକ୍ଷ ଲୋକ ପଜେଟିଭ ଚିହ୍ନଟ ହେଉଥିଲା ବେଳେ ସୁସ୍ଥ ହେବା ସଂଖ୍ୟା ଅଧିକ ହେଲେ ହେଁ ମୃତ୍ୟୁ ସଂଖ୍ୟା ଯେପରି କ୍ରମାଗତ ଭାବେ ଦୈନିକ ଘଟିଚାଲିଛି, ତାହା ପରିବାର, ରାଜ୍ୟ ସରକାର ଓ…