ଭିମସାର: କୋଭିଡ଼ ରୋଗୀଙ୍କ ପୁଣି ହେବନି କରୋନା ପରୀକ୍ଷା
ବୁର୍ଲା : ଭିମସାର ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ନୂଆଁ ନିୟମ ପ୍ରଣୟନ କରାଯାଇଛି। କୋଭିଡ ରୋଗୀ ସୁସ୍ଥତା ଲାଭ କରିବା ପରେ ସିଧାସଳଖ ଭାବରେ ଘରକୁ ଯିବେ। ଦ୍ୱିତୀୟ ଥର କୋଭିଡ ପରିକ୍ଷା କରାଯିବ ନାହିଁ ବୋଲି ଭିମସାର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କୋଭିଡ ରୋଗୀ!-->…