ଥମୁନି ମୃତ୍ୟୁ : ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୭୮କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ…

ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତ ୧୩୮୫

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୧ ହଜାର ୩୮୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ…

ପୁଣି କରୋନା ଭୟ!

ସେପ୍ଟେମ୍ବର ୧୧ ତାରିଖରେ ମାତ୍ର ଗୋଟିଏ ଦିନରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସର୍ବାଧିକ ୯୭,୬୫୦ରେ ପହଞ୍ଚି ବିଶ୍ୱରେ ରେକର୍ଡ ସୃଷ୍ଟି କରିବା ପରେ ସେହିମାସ ମଧ୍ୟଭାଗରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଗତ ଅକ୍ଟୋବର ୨୫ ତାରିଖ ଦିନ ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ୫୦…

ସିଫାରେ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର: କୌଶଲ୍ୟାଗଙ୍ଗସ୍ଥିତକେନ୍ଦ୍ରୀୟ ମଧୁରଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥାନରେ ସତର୍କତା ସଚେତନତା ସପ୍ତାହ ୨୭ ଅକ୍ଟୋବରରୁ ୨ ନଭେମ୍ବରମଧ୍ୟରେ ପାଳିତ ହୋଇଯାଇଛି । ସତର୍କ ଭାରତ ସମୃଦ୍ଧ ଭାରତନ୍ତବିଷୟବସ୍ତୁଉପରେ ଆଧାରିତ ଏହିସତର୍କତାସପ୍ତାହର ପ୍ରାରମ୍ଭରେ ସିଫା ମୁଖ୍ୟାଳୟର…

ଓଡିଶାରେ କରୋନା କିଲର

ଭୁବନେଶ୍ୱର : ଭାରତୀୟ ଭେଷଜ ଗବେଷଣା ପରିଷଦ (ଅ।ଇସିଏମ୍ଅ।ର) ଏବଂ ନେସନାଲ ଇନ୍ଷ୍ଟିଟ୍ୟୁଟ ଅଫ୍ ଭାଇରୋଲୋଜି (ଏନ୍ଅ।ଇଭି) ଦ୍ୱାରା ଅନୁମୋଦିତ କରୋନା ଭୂତାଣୁକୁ ମାରି ପାରୁଥିବା ଯନ୍ତ୍ର 'କରୋନା କିଲର' ଅ।ଜି ଓଡିଶାରେ ପ୍ରବେଶ କରିଛି । ପୁଣେ ସ୍ଥିତ ଭାରତୀୟ କମ୍ପାନୀ ଇଣ୍ଡୋଟେକ ସଲ୍ୟୁସନ…

ରାଜ୍ୟ ସରକାରଙ୍କଠୁ ତଥ୍ୟ ନେଲା ସିବିଆଇ

ଭୁବନେଶ୍ୱର : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥ। ସିବିଆଇ ପୁଣିଥରେ ରାଜ୍ୟରେ ସକ୍ରିୟ ହୋଇଛି । ରାଜ୍ୟରୁ ପ୍ରକାଶିତ ହେଉଥିବା ୩ଟି ଦୈନିକ ସମ୍ବାଦପତ୍ର ସମ୍ପର୍କରେ ସିବିଆଇ ଖୋଳତାଡ ଆରମ୍ବ କରିଛି । ତେବେ କେଉଁ କାରଣ ପାଇଁ ସିବିଆଇ ଏଭଳି ଖୋଳତାଡ କରୁଛି, ତାହା ସ୍ପଷ୍ଟ ହୋଇନଥଲେ ବି, ସିବିଆଇ…

ଆମେରିକାରେ ରାଷ୍ଟ୍ରପତି ଭୋଟ୍: ବାଇଡେନ୍-ଟ୍ରମ୍ପ କଡ଼ାଟକ୍କର

ୱାସିଂଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପ୍ଲବିକାନ୍ ପାର୍ଟି ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡ଼ାଟକ୍କର ହୋଇଥିବା ଜଣାଯାଇଛି । ଆମେରିକାର ମୋଟ୍ ୫୩୮ଟି ଇଲୋକ୍ରୋଟାଲ କଲେଜ୍ ମଧ୍ୟରୁ ୨୭୦ଟି…

କରୋନା ଡ଼ର: ଜୁଇରେ ଅଧା ଜଳା ଶବ ଛାଡ଼ି ପଳାଇଲେ ସମ୍ପର୍କୀୟ- ବନ୍ଧୁବାନ୍ଧବ

ପାଟନା: କରୋନା ଭୟ ଏବେ ଲୋକମାନଙ୍କୁ ବିବଶ କରିଛି । କେଉଁଠି ପରିବାର ଲୋକ ମୃତକର ଚେହେରା ଦେଖିବାକୁ ଡ଼ରୁଛନ୍ତି ତ କେଉଁଠି ଛୁଇଁବାକୁ । ବିହାରର ପାଟନା ନିକଟରେ ଏମିତି ଏକ ଘଟଣା ଘଟିଛି, ଯେଉଁଥିରେ ଅଧାଜଳା ଶବ ଛାଡ଼ି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଶ୍ମଶାନ ଛାଡ଼ି ପଳାଇ ଆସିଛନ୍ତି । ଶବକୁ…

ରୋହିତଙ୍କୁ ନେଇ ବିବାଦ

ମୁମ୍ବାଇ: ମାଂଶପେଶୀ ଜନିତ ସମସ୍ୟା ଯୋଗୁ ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆଯାଇଥିବା ବେଳେ ସେ ଗତକାଲି ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଖେଳିଥିଲେ। ଆଉ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

ବିପୁଳ ପରିମାଣର ବାଣ ଜବତ

ଅନୁଗୋଳ : ତାଳଚେର ପୌରାଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ସହର ସ୍ଥିତ ଜନଗହଳି  ପୂର୍ଣ୍ଣ  ୱାର୍ଡନମ୍ବର-୧୩ର  ହାଟତୋଟା, ବଡ଼ବଜାର  ଅଂଚଳରେ ଚଢ଼ାଉ କରାଯାଇ  ବିପୁଳ ପରିମାଣର ତଥା ବିଭିନ୍ନ ପ୍ରକାରର ଆତସବାଜି  ବିସ୍ଫୋରକ ବାଣ ସ୍ଥାନୀୟ ପ୍ରଶାସନ ଜବତ କରିଛି ।…