ତ୍ରିଶୁଳିଆ ନେତାଜୀ ସେତୁ ଉପରେ ସଡକ ଦୁର୍ଘଟଣା ; ଚାଳକ ଗୁରୁତର
କଟକ : କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ଏକ ସଡକ ଦୁର୍ଘଟଣା ଘଟିଥିବା ଗୁରୁବାର ଜଣାପଡିଛି। ଦୁର୍ଘଟଣାରେ ଏକ କାର ଓ ଡ଼ମ୍ଫର ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ!-->…