କରୋନା ଡ଼ର: ଜୁଇରେ ଅଧା ଜଳା ଶବ ଛାଡ଼ି ପଳାଇଲେ ସମ୍ପର୍କୀୟ- ବନ୍ଧୁବାନ୍ଧବ

ପାଟନା: କରୋନା ଭୟ ଏବେ ଲୋକମାନଙ୍କୁ ବିବଶ କରିଛି । କେଉଁଠି ପରିବାର ଲୋକ ମୃତକର ଚେହେରା ଦେଖିବାକୁ ଡ଼ରୁଛନ୍ତି ତ କେଉଁଠି ଛୁଇଁବାକୁ । ବିହାରର ପାଟନା ନିକଟରେ ଏମିତି ଏକ ଘଟଣା ଘଟିଛି, ଯେଉଁଥିରେ ଅଧାଜଳା ଶବ ଛାଡ଼ି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଶ୍ମଶାନ ଛାଡ଼ି ପଳାଇ ଆସିଛନ୍ତି । ଶବକୁ

ରୋହିତଙ୍କୁ ନେଇ ବିବାଦ

ମୁମ୍ବାଇ: ମାଂଶପେଶୀ ଜନିତ ସମସ୍ୟା ଯୋଗୁ ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆଯାଇଥିବା ବେଳେ ସେ ଗତକାଲି ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଖେଳିଥିଲେ। ଆଉ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି

ବିପୁଳ ପରିମାଣର ବାଣ ଜବତ

ଅନୁଗୋଳ : ତାଳଚେର ପୌରାଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ସହର ସ୍ଥିତ ଜନଗହଳି  ପୂର୍ଣ୍ଣ  ୱାର୍ଡନମ୍ବର-୧୩ର  ହାଟତୋଟା, ବଡ଼ବଜାର  ଅଂଚଳରେ ଚଢ଼ାଉ କରାଯାଇ  ବିପୁଳ ପରିମାଣର ତଥା ବିଭିନ୍ନ ପ୍ରକାରର ଆତସବାଜି  ବିସ୍ଫୋରକ ବାଣ ସ୍ଥାନୀୟ ପ୍ରଶାସନ ଜବତ କରିଛି ।

କନ୍ନଡ଼ ଅଭିନେତା ଏଚ ଜି ସୋମଶେଖର ରାଓଙ୍କ ପରଲୋକ

ନୂଆଦିଲ୍ଲୀ : ପ୍ରସିଦ୍ଧ କନ୍ନଡ଼ ଅଭିନେତା ଏଚ ଜି ସୋମଶେଖର ରାଓ (ସୋମନ୍ନା)ଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ସୋମଶେଖର ରାଓଙ୍କର ହୃଦଘାତରେ ପରଲୋକ ହୋଇଥିବା ଜଣାପଡ଼ିିଛି। ଛାତିରେ ଯନ୍ତ୍ରଣା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀରେ କରୋନା ସଂକ୍ରମଣର ତୃତୀୟ ଲହର- ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ଗତକାଲି ଦିଲ୍ଲୀରେ ପ୍ରାୟ ସାତ ହଜାର କରୋନା ମାମଲା ଦେଖିବାକୁ ମିଳିଥିଲା। ଏହା ପରେ ବୁଧବାକ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି।

ସିବିଆଇ ପାଇଁ ଦ୍ବାର ବନ୍ଦ କଲା କେରଳ

ଥିରୁବନନ୍ତପୁରମ୍:  ରାଜ୍ୟ ସୀମା ମଧ୍ୟରେ କାର୍ଯ୍ୟ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ଦିଆଯାଇଥିବା ସହମତି ପ୍ରତ୍ୟାହାର କରିବାକୁ କେରଳ ସରକାର (କେରଳ) ନିଷ୍ପତ୍ତି ନେଇଛନ୍ତି। ସେଠାରେ ଏଣିକି ସିବିଆଇକୁ କୌଣସି ମାମଲା ପଞ୍ଜିକରଣ କରିବା ପୂର୍ବରୁ ଅନୁସନ୍ଧାନକାରୀ

ଶତାଧିକ ଆହାର କେନ୍ଦ୍ର କର୍ମଚାରୀଙ୍କ ଛଟେଇକୁ ନେଇ ଅସନ୍ତୋଷ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ୧୯ ଟି ଆହର କେନ୍ଦ୍ରର ଶତାଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ବିନା କୋୖଣସି ସୂଚନା କିମ୍ବା ନୋଟିସରେ ସେମାନକୁ କଯ୍ୟରୁ ଅନ୍ତର କରାଯିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ଛଟେଇ ହୋଇଥିବା ବହୁ ସଂଖ୍ୟକ କର୍ମଚାରୀ ବ୍ରହ୍ମପୁର ଷ୍ଟେସନ

ନେତାଙ୍କ କଳିରେ ବଳି ପଡ଼ିଛି ଦେଓଗାଁ ବ୍ଲକ ବିକାଶ

ବଲାଙ୍ଗିର:ବଲାଙ୍ଗିର ସଦର ନିର୍ବାଚନ ମଣ୍ଡଳୀର ଦେଓଗାଁ ବ୍ଲକ। ବ୍ଲକର ଉନ୍ନତିମୂଳକ କାମ ପାଇଁ ରାଜ୍ୟ ସରକାର ଦେଉଛନ୍ତି କୋଟି କୋଟି ଟଙ୍କା। ତେବେ ଗତ ନିର୍ବାଚନରେ ବର୍ତ୍ତମାନର କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଅନୁଗାମୀ ଥିବା ଦେଓଗାଁ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଡିସିସି

‘ମଶରୁମ୍ ଗର୍ଲ’ ଦିବ୍ୟା

ଆମ ଦେଶର ଯୁବତୀ ଓ ମହିଳାଙ୍କ ସଫଳତାର କାହାଣୀ ଏବେ ବିଦେଶୀ ରାଇଜରେ ମଧ୍ୟ ଚର୍ଚ୍ଚା ହେଉଛି। ସେହି ସଫଳ ଯୁବତୀମାନଙ୍କ ମଧ୍ୟରେ ଜଣେ ହେଲେ ଉତ୍ତରାଖଣ୍ଡ ଗ୍ରାମନିବାସୀ ଦିବ୍ୟା ରାୱତ୍। ଛତୁ ଚାଷ କରି ନିଜକୁ ପ୍ରତିଷ୍ଠିତ କରାଇ ପାରିଥିବା ଏହି ଯୁବତୀଜଣକର ଅନ୍ୟ ପରିଚୟ ହେଉଛି ‘ମଶରୁମ୍

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

କଟକ : ଭୁବନେଶ୍ୱର ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦେଇପାରିଲାନି କ୍ରାଇମବ୍ରାଞ୍ଚ। ଷ୍ଟାଟସ ରିପୋର୍ଟ ଦେଇନପାରିବାରୁ ଅସନ୍ତୋଷ ପ୍ରକାଶ କଲେ କୋର୍ଟ। ୧୧ ତାରିଖ ସୁଦ୍ଧା ଅପ୍‌ଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।