ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି
ଭୁବନେଶ୍ୱର: ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ସମେତ କରୋନା ମୁକାବିଲା ପାଇଁ ଅନ୍ୟାନ୍ୟ ଯନ୍ତ୍ରପାତି କିଣାରେ ଓଡିଶା ମେଡିକାଲ କର୍ପୋରେସନର ଦୁର୍ନୀତି ସଂକ୍ରାନ୍ତରେ ଲୋକୟୁକ୍ତରେ ଦାଖଲ ହୋଇଥିବା ମାମଲାରେ ହାଜର ହୋଇଛନ୍ତି ଦୁଇ ଆଇଏଏସ୍ ଅଧିକାରୀ । ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଔଷଧ!-->…