ଦୁଇ ଦିନିଆ ନେପାଳ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ

ନୂଆଦିଲ୍ଲୀ: ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ବୁଧବାର ଦୁଇ ଦିନିଆ ନେପାଳ ଗସ୍ତରେ ଯାଇଛନ୍ତି। ଗତ କିଛି ମାସ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଚାଲିଛି। ଏଭଳି ପରିସ୍ଥିତିରେ ଭାରତୀୟ ସେନା ମୁଖ୍ୟଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।ନେପାଳ ଗସ୍ତରେ ଜେନେରାଲ

ଆଜି ଭାରତରେ ପହଞ୍ଚିବ ଆଉ ୩ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବୁଧବାର ଦିନ ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି। ଏହି ବିମାନର ଆଗମନ ସହିତ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବା ସହ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କୁ  ଧୂଳି ଚଟାଇବ ଏହି ଯୁଦ୍ଧ ବିମାନ । ପୂର୍ବଥର

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇ ନେଲା ପୁଲିସ

ମୁମ୍ବଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବଇ ପୁଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। ଅର୍ଣ୍ଣବଙ୍କ ବାସଭବନ ଭିତରକୁ ପୁଲିସ୍‌ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଅର୍ଣ୍ଣବଙ୍କୁ ଉଠାଇ ନେଇଥିବାବେଳେ ମୁମ୍ବଇ

ଦେଶରେ ନୂଆ ଆକ୍ରାନ୍ତ ୪୬,୨୫୪

ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ ହ୍ରାସ ପାଉଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୪୬,୨୫୪ ନୂଆ କରୋନା ପଜିଟିଭ ଚିହ୍ନ ହୋଇଥିବା ବେଳେ ୫୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୩ ହଜାର ୬୧୧ରେ ପହଞ୍ଚିଛି। ଏହାସହ ମୋଟ

ରାଜ୍ୟରେ ୧ ହଜାର ୪୭୪ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ସପ୍ତାହ ହେବ କରୋନା ଆକ୍ରାଙ୍କ ସଂଖ୍ୟା ୧୫୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୧ ହଜାର ୪୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୮୫୫ ଓ ୬୧୯ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ଆଲୋଚନା ବିଫଳ

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ମାମଲାରେ ଆଜି ସନ୍ଧ୍ୟାରେ ଓଡ଼ିଶା ଓ ଛତିଶଗଡର ବୈଷୟିକ ଅଧିକାରୀସ୍ତରୀୟ ବୈଠକ ବିଫଳ ହୋଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକୁ ଛତିଶଗଡ଼ ସିଧାସଳଖ ଅଗ୍ରାହ୍ୟ କରିଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ବୈଠକରେ

ଖବରକାଗଜ ହକର୍ ଏବେ ୧୦ କୋଟି ଟଙ୍କାର ମାଲିକ

ଅଷ୍ଟ୍ରେଲିଆ: ୩୧ ବର୍ଷିୟ ଅମିର କୁତବ ଏବେ ଅଷ୍ଟ୍ରେଲିଆର ଏକ ଡିଜିଟାଲ ଫାର୍ମର ମାଲିକ । ଯାହାର ବାର୍ଷିକ ବ୍ୟବସାୟ ୧୦ କୋଟି ଟଙ୍କାରୁ ଅଧିକ । ୪ଟି ଦେଶରେ ରହିଛି ଅମିରଙ୍କ ବ୍ୟବସାୟ । ହେଲେ ଆପଣ ଜାଣିଲେ ଆଶ୍ଚିର୍ଯ୍ୟ ହେବେ ଯେ ଆମେ ଯେଉଁ ଅମିରଙ୍କ କଥା କହୁଛୁ ସେ କିଛିଦିନ ତଳେ ପେଟ

ବାଲେଶ୍ୱର, ତିର୍ତୋଲରେ ୭୨% ମତଦାନ

ଭୁବନେଶ୍ୱର: କୋଭିଡ୍ କଟକଣା ଓ କର୍ଡା ସୂରକ୍ଷା ବ୍ୟବସ୍ଥା ମଧ୍ୟରେ ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଶାନ୍ତି ପୂ୍ର୍ଣ୍ଣଭାବେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଫଳରେ ଉଭୟ ନିର୍ବାଚନ ମଣ୍ଡଳିରେ ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟିଂ ମେସିନରେ ସିଲ୍ ହୋଇଯାଇଛି । ଆଜି

ରାଜ୍ୟସଭାରେ ବିଜେପିର ସଭ୍ୟ ସଂଖ୍ୟା ୯୨କୁ ବୃଦ୍ଧି

ନୂଆଦିଲ୍ଲୀ: ଉତର ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ୧୦ଜଣ ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି । ୧୦ ସିଟ୍ ମଧ୍ୟରୁ ବିଜେପି ୮ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି)ରୁ ଜଣେ ଲେଖାଏ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଫଳରେ

କରୋନା ଲେଉଟିବ?

ମଣିଷ ସମାଜ କାହିଁ କେଉଁ ଅନନ୍ତକାଳରୁ ଚାଲିଆସିଛି । ବଣ, ପର୍ବତ, ପାହାଡ଼ ଓ ଗୁମ୍ଫା ଆଦିର ଜୀବନକୁ ଅତିକ୍ରମ କରି ଏବେ ସେ ହାଇଟେକ୍ ଯୁଗରେ ପଂହଁଚିଛି । ପ୍ରତି ସ୍ତରରେ ମଣିଷର ବିକାଶ ଘଟିଛି । ଏହି ବିକାଶ କହିଲେ, କିଏ କ’ଣ ବୁଝେ, ତାହା ବୁଝିବା ମୁସ୍କିଲ । କିନ୍ତୁ ସାଧାରଣ ଭାବେ