ଏ ମାସରେ ଖୋଲିବ ସ୍କୁଲ୍‌

ଭୁବନେଶ୍ୱର : ନଭେମ୍ବର ମାସରେ ହିଁ ରାଜ୍ୟରେ ଖୋଲିବ ସ୍କୁଲ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଇଛନ୍ତି ଏହି ସୂଚନା। ସେ କହିଛନ୍ତି, ନବମରୁ ଦ୍ୱାଦଶ ଯାଏ ସଂପୂର୍ଣ୍ଣ କ୍ଲାସ ହେବ। ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ରାଜି ନହେଲେ ଅନଲାଇନ ବ୍ୟବସ୍ଥା ହେବ। ସ୍କୁଲ ଖୋଲିବା ନେଇ…

କଙ୍ଗନାଙ୍କ ବିରୋଧରେ ଜାଭେଦଙ୍କ ମାନହାନି ମାମଲା

ମୁମ୍ବଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି ଗୀତିକାର ଜାଭେଦ ଅଖତାର। ମଙ୍ଗଳବାର ମୁମ୍ବଇର ଅନ୍ଧେରୀସ୍ଥିତ ଦୌରାଜଜ୍‌ଙ୍କ କୋର୍ଟରେ ଏହି ମାମଲା ରୁଜୁ ହୋଇଛି। ଏକ ଟିଭି ଚାନେଲରେ ଜାଭେଦଙ୍କ ବିରୋଧରେ କଙ୍ଗନା ଦେଇଥିବା ଆପତ୍ତିଜନକ ମନ୍ତବ୍ୟ…

ଅର୍ଣ୍ଣବ ଗୋସ୍ୱାମୀ ‌ଗିରିଫ ଘଟଣା; ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଉପରେ ଆକ୍ରମଣ ବୋଲି କହିଲେ ଗୃହମନ୍ତ୍ରୀ ଅମିତ ଶାହା

ମୁମ୍ବଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବଇ ପୁଲିସ୍‌  ଗିରିଫ କରିଛି। ଅର୍ଣ୍ଣବଙ୍କ ବାସଭବନ ଭିତରୁ ପୁଲିସ୍‌ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି। ମୁମ୍ବଇ ପୁଲିସର…

ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବାଳେଶ୍ବର: ବାଲେଶ୍ବର ଜିଲା ଜଳେଶ୍ୱର ଷ୍ଟେସନରେ ମଙ୍ଗଲବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଯଶୋବନ୍ତପୁର ହାଓଡା ସୁପରଫାଷ୍ଟ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣଙ୍କ ନାମ ଅଭିମନ୍ୟୁ ଭଞ୍ଜ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଯଶୋବନ୍ତପୁର ହାଓଡା ସୁପରଫାଷ୍ଟ…

ପିକଅପ ଭ୍ୟାନ ସହ ୮୦ଲକ୍ଷର ଗଞ୍ଜେଇ ଜବତ

କୋରାପୁଟ : ମାଛକୁଣ୍ଡ ବିଏସଏଫ ଓ କୋରାପୁଟ ପୁଲିସ ଦ୍ୱାରା ଗାଡି ଯାଞ୍ଚ ସମୟରେ ପିକଅପ ଭ୍ୟାନରୁ ପ୍ରାୟ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବୁଧବାର ଜଣାପଡିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହାସହ ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅନୁଗୁଳ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳର ଜିଲା ଅନ୍ତର୍ଗତ ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ବୁଧବାର ଜଣାପଡ଼ିଛି। କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ ବାସ ଭବନ ସମେତ କାର୍ଯ୍ୟାଳୟ, ପେତୃକ ଘରେ…

+୨ ବଳକା ସିଟ୍‌ ପାଇଁ ୫ରୁ ଆବେଦନ : ୨୩ରେ ମେଧା ତାଲିକା, ୨୪ରୁ ୨୭ ନାମଲେଖା

ଭୁବନେଶ୍ବର : ଯୁକ୍ତଦୁଇ ପାଠ୍ୟକ୍ରମ ପାଇଁ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜରିଆରେ ନିୟମାବଳୀ ଜାରି କରାଯାଇଛି। ପାଠ୍ୟକ୍ରମର ୨ ପର୍ଯ୍ୟାୟ ନାମଲେଖା ପରେ ଖାଲିଥିବା ସିଟ୍‌ରେ ଏହି ନାମଲେଖା ହେବ। ଛାତ୍ରଛାତ୍ରୀ ୫ରୁ ୧୯ ତାରିଖ…

ଦୁଇ ଦିନିଆ ନେପାଳ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ

ନୂଆଦିଲ୍ଲୀ: ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ବୁଧବାର ଦୁଇ ଦିନିଆ ନେପାଳ ଗସ୍ତରେ ଯାଇଛନ୍ତି। ଗତ କିଛି ମାସ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଚାଲିଛି। ଏଭଳି ପରିସ୍ଥିତିରେ ଭାରତୀୟ ସେନା ମୁଖ୍ୟଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।ନେପାଳ ଗସ୍ତରେ ଜେନେରାଲ…

ଆଜି ଭାରତରେ ପହଞ୍ଚିବ ଆଉ ୩ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବୁଧବାର ଦିନ ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି। ଏହି ବିମାନର ଆଗମନ ସହିତ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବା ସହ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କୁ  ଧୂଳି ଚଟାଇବ ଏହି ଯୁଦ୍ଧ ବିମାନ । ପୂର୍ବଥର…

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇ ନେଲା ପୁଲିସ

ମୁମ୍ବଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବଇ ପୁଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। ଅର୍ଣ୍ଣବଙ୍କ ବାସଭବନ ଭିତରକୁ ପୁଲିସ୍‌ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଅର୍ଣ୍ଣବଙ୍କୁ ଉଠାଇ ନେଇଥିବାବେଳେ ମୁମ୍ବଇ…