ଜଣଙ୍କୁ ପଚରାଉଚରା ବେଳେ ଧରାପଡ଼ିଗଲା ଗ୍ୟାଙ୍ଗ; ୨୨ ଗାଡ଼ି ଜବତ, ୫ ଗିରଫ

କଟକ : ଏକ ବାଇକ୍ ଚୋରି ମାମଲାରେ ଜଣଙ୍କୁ ଧରି ପଚରାଉଚରା କରିବାରୁ ଧରାପଡ଼ିଲା ପୁରା ଗ୍ୟାଙ୍ଗ। ଶେଷରେ ୨୨ଟି ଗାଡ଼ି ଜବତ ସହ ଏହି ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଏହିପରି ଭାବେ ଏକ ଆନ୍ତଃ ଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ କରିଛି କଟକ ବାଦାମବାଡି ଥାନା ପୁଲିସ୍‌।…

କେଦାରନାଥରେ ପ୍ରଥମ ତୁଷାରପାତ

ଉତ୍ତରାଖଣ୍ଡ: ଦେଶରେ ଶୀତର ପ୍ରକୋପ ଜାରି ହୋଇଗାଲାଣି। କିଛି ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ ଗତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି। ଏହାର ପ୍ରଭାବ ଉତ୍ତରାଖଣ୍ଡରେ ମଧ୍ୟ ଦେଖାଯାଇଛି। ମଙ୍ଗଳବାର ସକାଳେ କେଦାରନାଥ ଧାମରେ ​​ତୁଷାରପାତ ହୋଇଥିଲା। ଯେଉଁଥିପାଇଁ ଧାମରେ ​​ଦୁଇ ଇଞ୍ଚର ବରଫ ଜମା…

ଆସନ୍ତା ବର୍ଷ ବି ହୋଇପାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ :ଆସନ୍ତା ୨୭ତାରିଖରେ ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ହେଲେ କରୋନା କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଚଳିତ ବର୍ଷ ପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇବାରୁ ବଞ୍ଚିତ ହେବେ ଭକ୍ତ। ତେବେ ଏଥିଯୋଗୁ ନିରାଶ ହୋଇପଡ଼ୁଥିବା ତଥା ଭାଙ୍ଗି ପଡ଼ୁଥିବା…

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ

ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଥମ୍ରାଲ ସ୍କିନିଂ ପରେ ଭୋଟରମାନେ ମତଦାନ ସାବ୍ୟେସ୍ତ କରୁଛନ୍ତି। ୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪ଲକ୍ଷ ଭୋଟର।…

ଗୁଜବ ମୃତ୍ୟୁ ଖବରକୁ ଖଣ୍ଡନ କଲେ ଖୋଦ୍ କପିଲ୍‌ ଦେବ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ପ୍ରତିଦିନ କିଛି ନା କିଛି ଫେକ୍ ଖବର ଆସୁଛି। ସୋମବାର ଆଉଏକ ବଡ଼ ଗୁଜବ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍‌ ହୋଇଥିଲା। କିଛି ଦିନ ତଳେ ଅସୁସ୍ଥ ହୋଇଥିବା ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବଙ୍କର ଦେହାନ୍ତ ହୋଇଥିବା ଖବର ଖବର ଦ୍ରୁତ…

ଏକାମ୍ର ଉଦ୍ୟାନକୁ ବିକ୍ରି କରିବାକୁ ଦିଆଯିବ ନାହିଁ – ସୁରେଶ ରାଉତରାୟ

ଭୁବନେଶ୍ୱର: ଭୁବନେଶ୍ୱରର ଶୋଭା ବର୍ଦ୍ଧନ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ ତତ୍କାଳୀନ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୨୬ ଏକର ପରିମିତ ଏକାମ୍ର ପାର୍କ ପ୍ରତିଷ୍ଠା କରିଥିଲେ । ଏହାକୁ ଏବେ ବିକ୍ରି କରିବା ପାଇଁ ବା ହଡପ କରିବା ପାଇଁ …

ପିଓକେ, ଗିଲଗିଟ-ବଲଟିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଂଶ : ରାଜନାଥ ସିଂହ

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଠାରୁ ଗିଲଗିଟ-ବଲଟିସ୍ତାନ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଂଶ। ଭାରତର ଏହି ଅଂଶକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରି ରଖିଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର କହିଛନ୍ତି। ରାଜନାଥ ତାଙ୍କ ଟ୍ବିଟରରେ…

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୪୧.୩୬% ମତଦାନ ହୋଇଥିବା ନେଇ ସୂଚନା…

ଆମେରିକାରେ ଭାରତୀୟ ଯୁବକଙ୍କୁ ନିର୍ମମ ହତ୍ୟା

ହାଇଦ୍ରାବାଦ: ଆମେରିକାର ଜର୍ଜିୟାରେ ଜଣେ ଭାରତୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଜଣକ ହାଇଦ୍ରାବାଦର ବାସିନ୍ଦା ହୋଉଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବରେ ବାରମ୍ବାର ଛୁରାମାଡ଼ କରି ହତ୍ୟା କରାଯାଇଛି। ଏବେ ପୀଡ଼ିତଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର କରିବା ପାଇଁ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଗ୍ରହଣ କରାଯିବ। କରୋନା ମହାମାରୀ ଏଥରର ନିର୍ବାଚନକୁ ପ୍ରଭାବିତ କରିଛି। ରିପବ୍ଲିକାନ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ ପାର୍ଟି ତରଫରରୁ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ…