୬ ବର୍ଷରେ ୭୨ ହଜାର କୋଟିର ହକ୍ ହରାଇଲା ଓଡିଶା : କୈଫତ୍ ମାଗିଲା କଂଗ୍ରେସ

ଭୁବନେଶ୍ୱର : ୨୦୧୪ ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ୱ ବିଜେପି ହାତକୁ ଯିବା ପରଠାରୁ ଓଡିଶାରେ ‘ନମୋ’ ଅର୍ଥାତ୍ ନବୀନ-ମୋଦିଙ୍କ ଅଘୋଷିତ ମେଣ୍ଟ ସରକାର ରାଜ୍ୟ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଞ୍ଚାଇବାର ସଂଗୀନ ଅଭିଯୋଗ କରିଛି କଂଗ୍ରେସ । ସୋମବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ…

ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର କୋଭିଡ କଟକଣା ଭିତରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ହେବାକୁ ଯାଉଛି। ଗତକାଲି ପ୍ରଚାର ଶେଷ ହୋଇଛି। କୋଭିଡ ଗାଇଡଲାଇନକୁ ପାଳନ କରି ସମସ୍ତେ କିପରି ସୁରୁଖୁରୁରେ ମତଦାନ ଦେଇପାରିବେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ମୁଖ୍ୟ…

ଜୁଆ ଆଡ୍ଡାରେ ଚଢାଉ ; ୧୫ଗିରଫ

ଝାରସୁଗୁଡ଼ା : ଝାରସୁୁଗୁଡ଼ା ଟାଉନ ପୁଲିସ କବରସ୍ତାନପଡ଼ାର ଏକ ଜୁଆଆଡ୍ଡାରେ ଚଢାଉ କରି ୧୫ଜଣଙ୍କୁ ଗିରଫ କରିଥିବା ସୋମବାର ଜଣାପଡିଛି। ସେମାନଙ୍କ ଠାରୁ ୭୧ହଜାର ୯୦୦ଟଙ୍କା ସହିତ ୧୦ଟି ମୋଟର ସାଇକେଲ ଓ ୧୫ଟି ମୋବାଇଲ ଫୋନ ଜବତ କରିଥିବା ଏସପି ରାହୁଲ ପି.ଆର ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ…

ଭାରତ କିଣି ସାରିଛି ୬୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ସାରା ବିଶ୍ବରେ ପ୍ରସ୍ତୁତ ଚାଲି ଥିବା ଅଧିକାଂଶ କରୋନା ଭାଇରସ ଟିକା ଦୁଇଟି ଡୋଜରେ ବଜାରରେ ଉପଲବ୍ଧ ହେବ। କୋରନା ଠାରୁ ସମ୍ପୂର୍ଣ୍ଣ ମୁକ୍ତ ଓ ଶରୀରରେ ପ୍ରତିରକ୍ଷା ଶକ୍ତି ବଢାଇବାକୁ ହେଲେ ଦୁଇଥର ଟୀକାକରଣ କରିବାକୁ ପଡିବ। ଅଗ୍ରୀମ ବଜାର ପ୍ରତିବଦ୍ଧତାର ଏକ ବିଶ୍ବସ୍ତରୀୟ…

ଦିନକୁ ୬ଥର ପୁରୀ ଓ କୋଣାର୍କକୁ ଗଡିବ ‘ମୋ ବସ’

ଭୁବନେଶ୍ବର : ଭୁବନେଶ୍ବରରୁ ପୁରୀ ଏବଂ କୋଣାର୍କକୁ ଦୈନିକ ୬ଥର ମୋ ବସ୍‌ ଚଳାଚଳ କରିବ। ରୁଟ୍‌ ନଂ ୫୦ ମାଷ୍ଟରକ୍ୟାଣ୍ଟିନରୁ ପୁରୀ ଏବଂ ରୁଟ୍‌ ନଂ ୭୦ ମାଷ୍ଟାରକ୍ୟାଣ୍ଟିନ ଛକରୁ କୋଣାର୍କକୁ ବସ୍‌ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୬.୩୦ମି, ୭.୨୦ମି.…

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଜଟଣୀ ସ୍ଥିତ ଘରେ ବସିଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।…

୨୦୨୧ ଆଇପିଏଲ୍‌ରେ‌ ସିଏସ୍‌କେ ପାଇଁ ଖେଳିବେ ଧୋନି

ଆବୁଧାବି : ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପ୍ରଶଂସକଙ୍କ ପାଇଁ ଏହା ବହୁତ ବଡ଼ ଖୁସିର ଖବର। ୨୦୨୧ ଆଇପିଏଲ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସିଏସ୍‌କେ ପାଇଁ ହିଁ ଖେଳିବେ। ରବିବାର ଆଇପିଏଲ୍‌-୧୩ରେ ସିଏସ୍‌କେର ବିଦାୟୀ ମ୍ୟାଚ୍ ପୂର୍ବରୁ ଏହି ବଡ଼ ଘୋଷଣା କରିଛନ୍ତି ଧୋନି। ଚଳିତ…

ଇଟାଲୀ ଗାଁରେ ରହିବାକୁ ମେୟର୍ ଦେବେ ୩୮ଲକ୍ଷ ଟଙ୍କା !

କେଉଁ ପ୍ରାନ୍ତରେ ଜନସଂଖ୍ୟା ବଢ଼ିଚାଲିଥିବାବେଳେ ଅନ୍ୟ କେଉଁଠି ଜନବିରଳ ସମସ୍ୟା। ପାଶ୍ଚାତ୍ୟ ରାଷ୍ଟ୍ର ଇଉରୋପ, ଆମେରିକାରେ ଲୋକସଂଖ୍ୟା ସେଭଳି ଅଧିକ ନୁହେଁ। ସେଠା ଗାଁଗଣ୍ଡାରେ କ୍ରମଶଃ ଜନସଂଖ୍ୟା କମ୍ ହେଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ସେଇ ସମାନ ସମସ୍ୟାର ସମ୍ମୁଖୀନ ଏବେ ଇଟାଲୀର ଏକ…

ବଲିଉଡର ବାଦଶାହ ଶାହରୁଖଙ୍କ ଜନ୍ମଦିନ

ମୁମ୍ବଇ : ଆଜି ବଲିଉଡର ବାଦଶାହ ଶାହରୁଖ ଖାନ୍‍ ଙ୍କର ଜନ୍ମଦିନ। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ଶାହରୁଖଙ୍କର ଜନ୍ମ ୨ ନଭେମ୍ବର ୧୯୬୫ ଦିଲ୍ଲୀରେ ହୋଇଥିଲା। କୋଟି କୋଟି ଲୋକଙ୍କ ହୃଦୟରେ ଶାହରୁଖ ସ୍ୱତନ୍ତ୍ର ସ୍ଥାନରେ ରୁହନ୍ତି।…

ଖୋଲିବ ବାଣ ଦୋକାନ, ମିଳିଲା ଅନୁମତି

କଟକ : ଆଗକୁ ଆସୁଛି ମା’କାଳୀଙ୍କର ପୂଜା ଓ ଦୀପାବଳୀ। କୋଭିଡ ପାଇଁ ଚଳିତ ବର୍ଷ କେବଳ ନୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଏଭଳି କ୍ଷେତ୍ରରେ ଆଗକୁ କାଳୀପୂଜା ଓ ଦୀପାବଳୀ ମଧ୍ୟ କୋଭିଡ ନିୟମ ଅନୁଯାୟୀ ପାଳନ ହେବ। ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ ନିୟମ ଅନୁଯାୟୀ ପାଳନ…