କନ୍ତିଆ ପୋଲ: ଆପ୍ରୋଚ ରୋଡ ଧସିଲା
ଯାଜପୁର : ବରୀ ବ୍ଲକ ବୋଦୁଅ ପଂଚାୟତର କନ୍ତିଆ ଠାରେ ଖରସ୍ରୋତା ନଦୀ ଉପରେ ନିର୍ମାଣ ହେଉଥିବା କନ୍ତିଆ ଘଂଟିଆଳି ପୋଲର କନ୍ତିଆ ପାଶ୍ୱର୍ରେ ପ୍ରଧାନ ସାହି ଆଡକୁ ଯାଇଥିବା ଆପ୍ରୋଚ ରୋଡଟି ଧସିଯିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ପଥର ପେକିଙ୍ଗ ସବୁ ଖସି ଯାଇ ବିରାଟ ବିରାଟ ଗାଡ ସୃଷ୍ଟି ହୋଇଛି!-->…