ଆଇପିଏଲ୍ରେ ୨ ଥର ୬୦୦ ରନ୍: କୋହଲିଙ୍କ ପରେ ରାହୁଲ ୨ୟ ଭାରତୀୟ
ଦୁବାଇ: ଆଇପିଏଲ୍ ଇତିହାସରେ ୨ୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ୬ ଶହ କିମ୍ବା ଅଧିକ ରନ୍ ସ୍କୋର୍ କରିଛନ୍ତି କେ.ଏଲ୍. ରାହୁଲ। ଚଳିତ ସିଜିନ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ରାହୁଲ ଅଦ୍ୟାବଧି ୧୩ଟି ମ୍ୟାଚ୍ରୁ ମୋଟ ୬୪୧ ରନ୍ ସ୍କୋର୍ କରି ସାରିଛନ୍ତି। ଶୁକ୍ରବାର ରାଜସ୍ଥାନ!-->…