ତୁର୍କୀ ଓ ଗ୍ରୀସରେ ଭୂ-କମ୍ପ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଇଷ୍ଟାବୁଲ୍‍ : ତୁର୍କୀ ଓ ଗ୍ରୀସରେ ହୋଇଥିବା ବଡ ଧରଣର ଭୂମିକମ୍ପ ଓ ସୁନାମିରେ ବହୁ ଧନଜୀବନ ନଷ୍ଟ ହୋଇଛି। ଭୂମିକମ୍ପରେ ଗ୍ରୀସରେ ସୁନାମି ଆସିଥିବା ହେତୁ ତୁର୍କୀରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଛି। ଏବେ ସୁଦ୍ଧା ଏଥିରେ ପ୍ରାୟ ମୃତ୍ୟୁ ସଂଖ୍ୟା୧୭କୁ ବୃଦ୍ଧି ପାଇଥିବା ବେଳେ ୭୦୯ ଆହତ…

ଅନ୍‌ଲକ୍-୬.୦ ପାଇଁ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍ ଜାରି

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୬.୦ ବା ନଭେମ୍ବର ମାସ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ନଭେମ୍ବର ୩୦ ଯାଏ…

ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶନିବାର କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୨୦କୁ ବୃଦ୍ଧି ପାଇଛି। ଆଜି ୧୨ ମୃତକଙ୍କ ମଧ୍ୟରୁ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ, କେନ୍ଦୁଝରରୁ ୨ ଜଣ, ଗଞ୍ଜାମ,…

ରାଜ୍ୟରୁ ଆଉ ୧୪୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶନିବାର ଆଉ ୧୪୭୦  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯୦ହଜାର ୧୧୬ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୬୧୭ ଜଣ ସ୍ଥାନୀୟ…

ଆଜି କୁଆଁର ପୂନେଇଁ ଚାନ୍ଦବନ୍ଦାଣକୁ ଆଞ୍ଜୁଳିଟେକା

ଭୁବନେଶ୍ବର/ଉତ୍ତରଭୁବନେଶ୍ବର: ଶନିବାର କୁଆଁର ପୂନେଇଁ । ସବୁ ପୂର୍ଣ୍ଣମୀଠାରୁ ଏହା ନିଆରା ଏଇଠି ସରିବ କୁମାରୀ କନ୍ୟାଙ୍କ ପର୍ବ । ପୂର୍ବରୁ ଭାଦ୍ରବରେ ଭାଲୁକୁଣୀ ପୂଜା ଯାଇଛି । ଶରତ ପୂର୍ଣ୍ଣମୀରେ ଚାନ୍ଦ ବନ୍ଦାଣ ଓ ଚଉରାମୂଳେ ଆଞ୍ଜୁଳି ଟେକି ଆଶ୍ବିନ ପର୍ବକୁ ଉଦ୍‌ଯାପନ କରିବେ କୁଆଁରୀ…

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଗସ୍ତରେ ଯିବା ସହ ଆଜି ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାସହ ରାଷ୍ଟ୍ରୀୟ ଦିବସ ଅବସରରେ ପରେଡରେ ଅଂଶ ଗ୍ରହଣ…

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ

ନୂଆଦିଲ୍ଳୀ : ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ।  ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୩୧ ଅକ୍ଟୋବର ୧୮୭୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଆଜିର ଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ସର୍ଦ୍ଦାର ପଟେଲ ନିଜ ଜୀବନକୁ ଦେଶର ସ୍ୱାଧୀନତା ପାଇଁ ଉତ୍ସର୍ଗ କରିଥିଲେ ।…

ଏବେ ଖୋଲିବନି ସ୍କୁଲ୍!

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ସ୍କୁଲ , କଲେଜ ଖୋଲିବା ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ତେବେ କେବେ ସ୍କୁଲ ଖୋଲିବ ସେ ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ସୂଚନା ଦେଇନାହାଁନ୍ତି । ଆଜି…

ଓଡ଼ିଶାରେ ୩୬ଟି ଡ୍ୟାମର ବିକାଶ ଲାଗି କେନ୍ଦ୍ରର ନିଷ୍ପତି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ କମିଟିରେ ନିଆଯାଇଥିବା ନିଷ୍ପତି ଓଡ଼ିଶାକୁ ବଡ଼ ଆଶା ଦେଖାଇଛି । ପ୍ରଥମତଃ ଦେଶରେ ଡ୍ୟାମ ପୁନର୍ବିନ୍ୟାସ ଓ ବିକାଶ ପ୍ରକଳ୍ପ (ଡ୍ରିପ୍)ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଓଡ଼ିଶାର ୩୬ଟି ଡ୍ୟାମର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ତେବେ ଏଥିରେ କେଉଁ…

“ନୁହେଁ ମୁଁ ନକ୍ସଲ୍” ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ବରିଷ୍ଠ ଔପନ୍ୟାସିକ ତଥା କଥାକାର କୃପାସାଗର ସାହୁଙ୍କ ଉପନ୍ୟାସ “ନୁହେଁ ମୁଁ ନକ୍ସଲ୍” ପ୍ରଖ୍ୟାତ ଔପନ୍ୟାସିକ ରାଧାମୋହନ ମହାପାତ୍ରଙ୍କ ଦ୍ୱାରା ଦି ଆକୋ ଗେଷ୍ଟହାଉସ ସଭାକକ୍ଷରେ ଏକ ନିରାଡ଼ମ୍ବର ସଭାରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ଅନ୍ୟତମ ଅତିଥିଭାବେ…