ତିର୍ତୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର
ଜଗତସିଂହପୁର: ତିର୍ତୋଲ ବିଧାନସଭା ଆସନ ନିମନ୍ତେ ହେଉଥିବା ଉପନିର୍ବାଚନ ପ୍ରଚାର ଲାଗି ଭାରତୀୟ ଜନତା ପାଟି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୧୧ଟାରୁ ରୋଡ ସୋରେ ଯୋଗ ଦେଇ ବିଭିନ୍ନ!-->…