ରାଜ୍ୟ ସ୍କାଉଟ ଗାଇଡର ମୁଖ୍ୟ ଆୟୁକ୍ତ ସମ୍ମାନୀତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରାଜ୍ୟ ମୁଖ୍ୟ ଆୟୁକ୍ତ ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କୁ ଏସିଆ ପ୍ୟାସିଫିକ୍ ଅଞ୍ଚଳରେ ସ୍କାଉଟ ଗାଇଡ ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ତାଙ୍କୁ “ଏସିଆ ପ୍ୟାସିଫିକ୍ ଆଚିଭର ଆୱାର୍ଡ” ସମ୍ମାନରେ…

ମଛୁଆ ସାହି ଆକତପୁରରେ ବିଜେଡିର ନିର୍ବାଚନୀ ସଭା

ବାଲେଶ୍ୱର: ମଛୁଆ ସାହିର ଅକତପୁରରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବ୍ୟର ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ନବୀନ ପଟ୍ଟନାୟକଙ୍କ ସରକାରରେ ସଂଖ୍ୟାଲଘୁମାନଙ୍କର ସୁଫଳ ଯୋଜନା ମାନ କାର୍ଯ୍ୟକାରୀ ହୋଇଥିବାର ସୂଚନା ଦେଇଥିଲେ ।…

ପୁଣି କାଳିଆ ଲେଉଟିବ?

ମହାମାରୀ କରୋନା ଏବେ ଏହାର ଫଣା ତଳମୁଁହା କରିଛି ବୋଲି କୁହାଯାଉଛି । ସେହିପରି ପୁର୍ନର୍ବାର ମହାମାରୀ ଆଗାମି ବଢ଼ିବାର ଆଶଙ୍କା କେତେକ ସ୍ଥରୁ କରାଯାଉଥିଲା ବେଳେ ବାସ୍ତବରେ କୋଭିଡ ଟିକା ଏପର୍ଯ୍ୟନ୍ତ ବାହାରି ନଥିବାରୁ ଏହି ଭୟାନକ ଭାଇରସ୍ ଜନିତ ମହାମାରୀର ଆଗାମୀ ସ୍ଥିତି ନେଇ କେହି କିଛି…

ବିହାର ମୁଙ୍ଗେର ଗୁଳିକାଣ୍ଡ ଘଟଣା:ପଦରୁ ହଟିଲେ ଜିଲାପାଳ ଓ ଏସପି

ପାଟଣା : ବିହାରର ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ହୋଇଥିବା ହିଂସାକାଣ୍ଡ ଓ ଗୁଳିକାଣ୍ଡକୁ ନେଇ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  ।ଦୁଇ ଦିନ ପୂର୍ବରୁ ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ହିଂସା ଉପୁଜିଥିଲା । ଏହା ପରେ ପୁଲିସ ପକ୍ଷରୁ ହିଂସାକୁ…

୬୫ ବର୍ଷ ବୟସରେ ବାହା ହୋଇ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ହରିଶ ସାଲଭେ

ଲଣ୍ଡନ: ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ତାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ୬୫ ବର୍ଷ ବୟସରେ ସେ ଲଣ୍ଡନରେ ଦ୍ୱିତୀୟ ବିବାହ କରିଛନ୍ତି। ସେ ତାଙ୍କର ବନ୍ଧୁ ତଥା ୫୬ ବର୍ଷୀୟ କାରୋଲିନ ବ୍ରୋସାର୍ଡଙ୍କ ହାତ ଖ୍ରୀଷ୍ଟଧର୍ମ ଅନୁଯାୟୀ ଧରିଛନ୍ତି।…

ଯୁବକଙ୍କ ପ୍ରଶ୍ନ ବାଣରେ ଘାଇଲା ହେବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ

ବାଲେଶ୍ୱର : ବାଲେଶ୍ୱରରେ ନିର୍ବାଚନ ପ୍ରଚାର ସମୟରେ ବିଜେଡି ନେତା ପ୍ରଭାତ ବିଶ୍ୱାଳ ହଟହଟା ହୋଇଥିଲେ ।  ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବାଲେଶ୍ୱରର ୯ନମ୍ବର ଓ୍ୱାର୍ଡରେ ପ୍ରଭାତ ବିଶ୍ୱାଳ ସମ୍ବୋଧନ କରୁଥିଲେ। ପ୍ରଭାତ ମହିଳାମାନଙ୍କୁ  ନେଇ ଏକ ସଭା କରୁଥିବା ବେଳେ ଭୋଟର…

ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଏଥର ୭ ଦିନ ଆଗରୁ ଧାନ କିଣା ଟୋକନ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଚାଷୀଙ୍କୁ ଟୋକନ…

ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ମେଲବର୍ଣ୍ଣ: ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି। ୧୮ ଜଣିଆ ଅଷ୍ଟ୍ରେଲିଆ ସ୍କ୍ୱାଡରେ ଯୁବ ବ୍ୟାଟ୍ସମ୍ୟାନ୍ କାମେରନ୍ ଗ୍ରୀନଙ୍କୁ ସାମିଲ୍ କରାଯାଇଛି। ସେହିପରି ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ରେ ଦମଦାର ପ୍ରଦର୍ଶନ ବଳରେ ମୋଜେସ୍ ହେନରିକ୍ସ…

ଯୁଗ୍ମ ସଂସଦୀୟ କମିଟି ଆଗରେ କ୍ଷମା ମାଗିଲା ଟ୍ୱିଟର୍‌

ନୂଆଦିଲ୍ଲୀ: ଭାରତର ଜମ୍ମୁ-କଶ୍ମୀର ଓ ଲଦାଖର ଲେହକୁ ଚାଇନାର ଦର୍ଶାଇ ବିବାଦରେ ଫସିଥିବା ଟ୍ୱିଟର ଆଜି କ୍ଷମା ମାଗିଛି। ଭାରତର ଭୂଖଣ୍ଡକୁ ଟ୍ୱିଟର ଚାଇନାର ବୋଲି ଦର୍ଶାଇଥିବାରୁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ରଖିବା ଓ ତଥ୍ୟ ଗୋପନୀୟତା ଉପରେ ମତ ରଖିବାକୁ…

ପ୍ରଦୂଷଣ ରୋକିବାକୁ ନୂଆ ଆଇନ : ଉଲ୍ଲଙ୍ଘନ କଲେ ୫ ବର୍ଷ ଜେଲ, କୋଟିଏ ଟଙ୍କା ଫାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧ୍ୟାଦେଶ ଜରିଆରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ନୂଆ ଆଇନ ଆଣିଛନ୍ତି। କେବଳ ଦିଲ୍ଲୀ-ଏନସିଆର ନୁହେଁ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ତତ୍କାଳ ଭାବେ ଏହି ଆଇନକୁ…