ଚା’ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି

ସୁବର୍ଣ୍ଣପୁର : ଚା ଦୋକାନରେ ନିଆଁଲାଗି ଫାଟିଲା ଗ୍ୟାସ ଟାଙ୍କି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଛକରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଛକରେ ଥିବା ଚା’ ଦୋକାନରେ ହଠାତ ନିଆଁ ଲାଗିଥିଲା। ତେବେ ଦେଖୁଦେଖୁ ନିଆଁ ହୁ ହୁ ହୋଇ ଜଳିଥିବାବେଳେ…

ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ଅକ୍ଷୟ କୁମାର

ମୁମ୍ୱାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ନ ‘ଲକ୍ଷ୍ମୀ ବମ’ର ନାମ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମର ନାମକୁ ନେଇ ଜୋରଦାର ବିରୋଧ ପରେ ଅକ୍ଷୟ କୁମାର ନିଷ୍ପତ୍ତି ବଦଳାଇଛନ୍ତି। ଫିଲ୍ନର ନାମ ହିନ୍ଦୁ ଧର୍ମାଲମ୍ବୀଙ୍କୁ କୁଠାରଘାତ ପହଞ୍ଚାଉଥିବା…

ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଲେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ସେ ସେହି ଦେଶଗୁଡ଼ିକ ସହ ଭାରତର ଦ୍ୱିପକ୍ଷୀୟ ସଂପର୍କର ସମୀକ୍ଷା କରିବେ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟଗୁଡ଼ିକ ଉପରେ…

ହସ୍ପିଟାଲ ଆଇସିୟୁରେ ପୀଡ଼ିତାଙ୍କୁ ବଳାତ୍କାର

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ୨୧ବର୍ଷୀୟା ଯୁବତୀଙ୍କୁ ସେଠାକାର କର୍ମଚାରୀ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗୁରୁତର ଯକ୍ଷ୍ମା ଓ ଶ୍ବାସପ୍ରଶ୍ବାସଜନିତ ରୋଗ​ରେ ପୀଡ଼ିତ ଯୁବତୀ ଏ ସମ୍ପର୍କରେ ତାଙ୍କ ବାପାଙ୍କୁ ଚିଠିଲେଖି…

କଡ଼ା ମୁକାବିଲାରେ ପଞ୍ଜାବ – ରାଜସ୍ଥାନ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୫୦ତମ ମ୍ୟାଚ ଶୁକ୍ରବାର ଆବୁଧାବିରେ ରାଜସ୍ଥାନ ରୟାଲ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମୁହଁାମୁହିଁ ହେବେ। ପ୍ଲେ ଅଫ ଆଶା ବଜାୟ ରଖିବା ନେଇ ଦୁଇ ଦଳ ପାଇଁ ମ୍ୟାଚ ବହୁତ ଗୁରୁତ୍ବପୂର୍ଣ୍ଣ। ଷ୍ଟିଭ୍‌ ସ୍ମିଥ୍‌ଙ୍କ…

ଏଥର ହେବନି ଐତିହାସିକ କଟକ ବାଲିଯାତ୍ରା

କଟକ : କରୋନା ମହାମାରୀ ପାଇଁ ଆଉ ଏକ ବଡ଼ ମହୋତ୍ସବକୁ ବନ୍ଦ କରିଦିଆଯାଇଛି। ଚଳିତବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ସହରରେ କୋଭିଡ୍ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆନୁଷ୍ଠାନିକ ଭାବେ ସୂଚନା…

ଭାରସାମ୍ୟ ଓଲଟିଲା ଭ୍ୟାନ ୬ ମୃତ; ୯ଗୁରୁତର

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଥାଣ୍ଟିକୋଣ୍ଡା ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ୬ ଜଣଙ୍କରମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି।…

ଖସୁଛି ପାରଦ, ଆସୁଛି ଶୀତ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବିଦାୟ ନେବା ପରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଆକାଶ ନିର୍ମଳ ରହିବା ସହିତ ପାଗ ଶୁଖିଲା ରହିଛି। ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରା ଖସିବା ଆରମ୍ଭ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ସାରା…

ହ୍ରାସ ପାଉଛି ସଂକ୍ରମଣ; ୪୮ ହଜାର ୬୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ହ୍ରାସ ପାଉଛି ସଂକ୍ରମଣ। ୨୪ ଘଣ୍ଟାରେ ୪୮ ହଜାର ୬୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୫୬୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୧ ହଜାର ୯୦ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ଲକ୍ଷ ୮୮ ହଜାର ୮୫୧କୁ…

ଆର୍ଥିକ କ୍ଷମତା ପାଇଁ ନୁହେଁ, ଜୀବନ ପ୍ରତି ବିପଦ ଥିଲେ ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ: କୌଣସି ନାଗରିକଙ୍କର ଖର୍ଚ୍ଚ ଭରଣା କରିବାର ଦକ୍ଷତା ନୁହେଁ, ବରଂ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିଲେ ତାଙ୍କୁ ସରକାରଙ୍କ ତରଫରୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥାଏ ବୋଲି ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶିଳ୍ପପତି ଅମ୍ବାନି ଭ୍ରାତା…