ଉତ୍ତରପ୍ରଦେଶର ମିରଠରେ ବିସ୍ଫୋରଣ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ମିରଠରେ ଗୁରୁବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପୂର୍ବତନ କଂଗ୍ରେସ୍ ନଗର ଅଧ୍ୟକ୍ଷଙ୍କ ସମେତ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଅନେକ ଘରର ଛାତ ଉଡ଼ି ଯାଇଛି। ଯେଉଁ ଘରେ!-->…