ଧର୍ମଶାଳାରେ ଆବାସ ଯୋଜନାରେ ଅନିୟମିତତା!

ଯାଜପୁର: ଯାଜପୁର ଜିଲ୍ଲାରେ ଧର୍ମଶାଳାରେ ଆବାସ ଯୋଜନା ସହ ବିଭିନ୍ନ ଯୋଜନାରେ ଚାଲିଛି ମହାଦୁର୍ନିତି । ଏଥିନେଇ ଫାଇବ ଟି ସଚିବଙ୍କ ଠାରୁ ତଦନ୍ତ ନିର୍ଦେଶ ଆସିବା ପରେ ବି ସଚିବଙ୍କୁ ବାଟବଣା କରିବାକୁ ଚାଲିଛି କାରସାଦି । ଏହାର ପ୍ରତିବାଦରେ ଶୋଷଣର ଶୀକାର ହୋଇଥିବା ଗରୀବ ହିତାଧିକାରୀଙ୍କ

କାହାକୁ କହିବା…

ଆମର ମାତୃଭାଷା ଓଡ଼ିଆରେ ଏକ ଲୋକଉକ୍ତି ରହିଛି ଓ ତା’ ହେଲା, ‘କାହାକୁ କହିବା, ଶୁଣିବ କିଏ’? ଏହି ଉକ୍ତିର ଯଥାର୍ଥାତା ଏବେ ଖାଦ୍ୟ ପ୍ରସ୍ତୁତିରେ ଅଧିକ ଆବଶ୍ୟକ ପଡୁଥିବା ପରିବା ଆଳୁ ଓ ପିଆଜ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଛି । କିଛି ଦିନ ବ୍ୟବଧାନରେ ଆଳୁ ଦର ୨୦ଟଙ୍କାରୁ ବଢ଼ି ଏବେ

କୋଭିଡ୍‍ ମୁକାବିଲା କ୍ଷେତ୍ରରେ ସଫଳତା

ନୂଆଦିଲ୍ଲୀ : କୋଭିଡ୍‍ ମୁକାବିଲା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୭୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୧.୬୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ ସକ୍ରିୟ

୬ ବର୍ଷରେ ୭୨ ହଜାର କୋଟିର ହକ୍ ହରାଇଲା ଓଡିଶା : କୈଫତ୍ ମାଗିଲା କଂଗ୍ରେସ

ଭୁବନେଶ୍ୱର : ୨୦୧୪ ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ୱ ବିଜେପି ହାତକୁ ଯିବା ପରଠାରୁ ଓଡିଶାରେ ‘ନମୋ’ ଅର୍ଥାତ୍ ନବୀନ-ମୋଦିଙ୍କ ଅଘୋଷିତ ମେଣ୍ଟ ସରକାର ରାଜ୍ୟ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଞ୍ଚାଇବାର ସଂଗୀନ ଅଭିଯୋଗ କରିଛି କଂଗ୍ରେସ । ସୋମବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ

ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର କୋଭିଡ କଟକଣା ଭିତରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ହେବାକୁ ଯାଉଛି। ଗତକାଲି ପ୍ରଚାର ଶେଷ ହୋଇଛି। କୋଭିଡ ଗାଇଡଲାଇନକୁ ପାଳନ କରି ସମସ୍ତେ କିପରି ସୁରୁଖୁରୁରେ ମତଦାନ ଦେଇପାରିବେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ମୁଖ୍ୟ

ଜୁଆ ଆଡ୍ଡାରେ ଚଢାଉ ; ୧୫ଗିରଫ

ଝାରସୁଗୁଡ଼ା : ଝାରସୁୁଗୁଡ଼ା ଟାଉନ ପୁଲିସ କବରସ୍ତାନପଡ଼ାର ଏକ ଜୁଆଆଡ୍ଡାରେ ଚଢାଉ କରି ୧୫ଜଣଙ୍କୁ ଗିରଫ କରିଥିବା ସୋମବାର ଜଣାପଡିଛି। ସେମାନଙ୍କ ଠାରୁ ୭୧ହଜାର ୯୦୦ଟଙ୍କା ସହିତ ୧୦ଟି ମୋଟର ସାଇକେଲ ଓ ୧୫ଟି ମୋବାଇଲ ଫୋନ ଜବତ କରିଥିବା ଏସପି ରାହୁଲ ପି.ଆର ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ

ଭାରତ କିଣି ସାରିଛି ୬୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ସାରା ବିଶ୍ବରେ ପ୍ରସ୍ତୁତ ଚାଲି ଥିବା ଅଧିକାଂଶ କରୋନା ଭାଇରସ ଟିକା ଦୁଇଟି ଡୋଜରେ ବଜାରରେ ଉପଲବ୍ଧ ହେବ। କୋରନା ଠାରୁ ସମ୍ପୂର୍ଣ୍ଣ ମୁକ୍ତ ଓ ଶରୀରରେ ପ୍ରତିରକ୍ଷା ଶକ୍ତି ବଢାଇବାକୁ ହେଲେ ଦୁଇଥର ଟୀକାକରଣ କରିବାକୁ ପଡିବ। ଅଗ୍ରୀମ ବଜାର ପ୍ରତିବଦ୍ଧତାର ଏକ ବିଶ୍ବସ୍ତରୀୟ

ଦିନକୁ ୬ଥର ପୁରୀ ଓ କୋଣାର୍କକୁ ଗଡିବ ‘ମୋ ବସ’

ଭୁବନେଶ୍ବର : ଭୁବନେଶ୍ବରରୁ ପୁରୀ ଏବଂ କୋଣାର୍କକୁ ଦୈନିକ ୬ଥର ମୋ ବସ୍‌ ଚଳାଚଳ କରିବ। ରୁଟ୍‌ ନଂ ୫୦ ମାଷ୍ଟରକ୍ୟାଣ୍ଟିନରୁ ପୁରୀ ଏବଂ ରୁଟ୍‌ ନଂ ୭୦ ମାଷ୍ଟାରକ୍ୟାଣ୍ଟିନ ଛକରୁ କୋଣାର୍କକୁ ବସ୍‌ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୬.୩୦ମି, ୭.୨୦ମି.

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଜଟଣୀ ସ୍ଥିତ ଘରେ ବସିଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।

୨୦୨୧ ଆଇପିଏଲ୍‌ରେ‌ ସିଏସ୍‌କେ ପାଇଁ ଖେଳିବେ ଧୋନି

ଆବୁଧାବି : ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପ୍ରଶଂସକଙ୍କ ପାଇଁ ଏହା ବହୁତ ବଡ଼ ଖୁସିର ଖବର। ୨୦୨୧ ଆଇପିଏଲ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସିଏସ୍‌କେ ପାଇଁ ହିଁ ଖେଳିବେ। ରବିବାର ଆଇପିଏଲ୍‌-୧୩ରେ ସିଏସ୍‌କେର ବିଦାୟୀ ମ୍ୟାଚ୍ ପୂର୍ବରୁ ଏହି ବଡ଼ ଘୋଷଣା କରିଛନ୍ତି ଧୋନି। ଚଳିତ