ଇଟାଲୀ ଗାଁରେ ରହିବାକୁ ମେୟର୍ ଦେବେ ୩୮ଲକ୍ଷ ଟଙ୍କା !

କେଉଁ ପ୍ରାନ୍ତରେ ଜନସଂଖ୍ୟା ବଢ଼ିଚାଲିଥିବାବେଳେ ଅନ୍ୟ କେଉଁଠି ଜନବିରଳ ସମସ୍ୟା। ପାଶ୍ଚାତ୍ୟ ରାଷ୍ଟ୍ର ଇଉରୋପ, ଆମେରିକାରେ ଲୋକସଂଖ୍ୟା ସେଭଳି ଅଧିକ ନୁହେଁ। ସେଠା ଗାଁଗଣ୍ଡାରେ କ୍ରମଶଃ ଜନସଂଖ୍ୟା କମ୍ ହେଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ସେଇ ସମାନ ସମସ୍ୟାର ସମ୍ମୁଖୀନ ଏବେ ଇଟାଲୀର ଏକ

ବଲିଉଡର ବାଦଶାହ ଶାହରୁଖଙ୍କ ଜନ୍ମଦିନ

ମୁମ୍ବଇ : ଆଜି ବଲିଉଡର ବାଦଶାହ ଶାହରୁଖ ଖାନ୍‍ ଙ୍କର ଜନ୍ମଦିନ। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ଶାହରୁଖଙ୍କର ଜନ୍ମ ୨ ନଭେମ୍ବର ୧୯୬୫ ଦିଲ୍ଲୀରେ ହୋଇଥିଲା। କୋଟି କୋଟି ଲୋକଙ୍କ ହୃଦୟରେ ଶାହରୁଖ ସ୍ୱତନ୍ତ୍ର ସ୍ଥାନରେ ରୁହନ୍ତି।

ଖୋଲିବ ବାଣ ଦୋକାନ, ମିଳିଲା ଅନୁମତି

କଟକ : ଆଗକୁ ଆସୁଛି ମା’କାଳୀଙ୍କର ପୂଜା ଓ ଦୀପାବଳୀ। କୋଭିଡ ପାଇଁ ଚଳିତ ବର୍ଷ କେବଳ ନୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଏଭଳି କ୍ଷେତ୍ରରେ ଆଗକୁ କାଳୀପୂଜା ଓ ଦୀପାବଳୀ ମଧ୍ୟ କୋଭିଡ ନିୟମ ଅନୁଯାୟୀ ପାଳନ ହେବ। ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ ନିୟମ ଅନୁଯାୟୀ ପାଳନ

ସେଲଫ୍‌ କ୍ବାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ

ଜେନେଭା : ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା କାରଣରୁ ନିଜକୁ ସେଲଫ୍‌ କ୍ବାରେଣ୍ଟାଇନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦେଶ ଡ଼. ଟେଡ଼୍ରୋସ ଘେବ୍ରିୟସ କରୋନାଭାଇରସ୍

୨ ଟ୍ରକ ମୁହାଁମୁହିଁ ଧକ୍କା , ୨ ହେଲପରଙ୍କ ମୃତ୍ୟୁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ରବିବାର ବିଳମ୍ବିତ ରାତିରେ ୨ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ହେଲପର୍‌ଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଉଭୟଙ୍କ ଘର ଆନନ୍ଦପୁରର ଜୋକନାଳି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏହି

କାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ୍ ଉପ ନିର୍ବାଚନ

ଭୁବନେଶ୍ୱର : ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ୍ ଉପ ନିର୍ବାଚନ । ଏଥିପାଇଁ ଚାଲିଛି ପ୍ରଶାସନିକ ପ୍ରସ୍ତୁତି। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୩୪୬ଟି ବୁଥ୍ କରାଯାଇଥିବା ବେଳେ ସଦର ବ୍ଲକ ଓ ମଧ୍ୟ ମ୍ୟୁନିସିପାଲିଟି ଅଞ୍ଚଳକୁ ୨ ଭାଗରେ

ରାଜଧାନୀରେ ସାଇବର ଥାନା ଉଦ୍‌ଘାଟିତ

ଭୁବନେଶ୍ୱର :  ରାଜଧାନୀରେ ଆଉ ଏକ ସାଇବର ଥାନା ଉଦଘାଟିତ ହୋଇଛି।  ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କ୍ରାଇମବ୍ରାଞ୍ଚର ସାଇବର ଥାନାକୁ ଉଦ୍‌ଘାଟନ କରିଛନ୍ତି ପୁଲିସ ଡିଜି ଅଭୟ।  ଏହାକୁ ମିଶାଇ ରାଜ୍ୟରେ ଏବେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ହୋଇଛି।  କଟକରେ ଥିବା ସାଇବର ଥାନା ମଧ୍ୟ

କଟକରେ ସେରୋ ସର୍ଭେ

କଟକ: ସୋମବାରଠାରୁ ସହରରେ ସେରୋ-ସର୍ଭେ ଆରମ୍ଭ ହେବ। ଏଥିପାଇଁ ସିଏମ୍‌ସି ପକ୍ଷରୁ ପୂର୍ବପ୍ରସ୍ତୁତି ମୁତାବକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସହରର ୫୯ ୱାର୍ଡ ମଧ୍ୟରୁ ୨୫ଟି ୱାର୍ଡକୁ ମନୋନୀତ କରାଯାଇଛି। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି), ଭୁବନେଶ୍ବର ଓ କଟକ ମହାନଗର

ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୪୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୯ ଜଣ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ତାଙ୍କ ଧର୍ମପତ୍ନୀ କରୋନା ପଜିଟିଭ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ପଜିଟିଭ। ରାଜ୍ୟପାଳ ଓ ତାଙ୍କ ପତ୍ନୀ ଉଭୟ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସୋମବାର ନିଜେ ରାଜ୍ୟପାଳ ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନା