ଆସିଲା କରୋନାର ଦ୍ବିତୀୟ ଲହର : ଇଂଲଣ୍ଡରେ ପୁଣି ଲକ୍‌ଡାଉନ

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ହେବାକୁ ଯାଉଛି। ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସେପ୍ଟେମ୍ବରରେ କରୋନା ସଂକ୍ରମଣ ଶୀର୍ଷସ୍ଥାନରେ ପହଞ୍ଚିବା ପରେ ଧୀରେ ଧୀରେ ହ୍ରାସ ପାଇଥିଲା।

ରାଜ୍ୟରେ ନୂଆ କରୋନା ଆକ୍ରାନ୍ତ ୧୩୮୯

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୧ହଜାର ୩୮୯ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ

କାର୍ତ୍ତିକ ମାସର ପ୍ରଥମ ସୋମବାର ; ଶୈବ ପୀଠରେ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ଠାରୁ ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସର ପ୍ରଥମ ସୋମବାର ଆରମ୍ଭ। ଏହି ମାସରେ ସମସ୍ତ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ମନ୍ଦିର ମାନଙ୍କରେ ବିଶେଷ କରି ସମସ୍ତ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ମାତ୍ର ଚଳିତ ବର୍ଷ କରୋନା

କନ୍ତିଆ ପୋଲ: ଆପ୍ରୋଚ ରୋଡ ଧସିଲା

ଯାଜପୁର : ବରୀ ବ୍ଲକ ବୋଦୁଅ ପଂଚାୟତର କନ୍ତିଆ ଠାରେ ଖରସ୍ରୋତା ନଦୀ ଉପରେ ନିର୍ମାଣ ହେଉଥିବା କନ୍ତିଆ ଘଂଟିଆଳି ପୋଲର କନ୍ତିଆ ପାଶ୍ୱର୍ରେ ପ୍ରଧାନ ସାହି ଆଡକୁ ଯାଇଥିବା ଆପ୍ରୋଚ ରୋଡଟି ଧସିଯିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ପଥର ପେକିଙ୍ଗ ସବୁ ଖସି ଯାଇ ବିରାଟ ବିରାଟ ଗାଡ ସୃଷ୍ଟି ହୋଇଛି

ନଭେମ୍ବରରେ ୮ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ନଭେମ୍ବର ମାସରେ ରାଜ୍ୟରେ ଵାଣିଜ୍ୟକ ବ୍ୟାଙ୍କ ଗୁଡ଼ିକ ପର୍ଯ୍ୟାୟକ୍ରମେ ୮ ଦିନ ବନ୍ଦ ରହିବ । ନଭେମ୍ବର ମାସରେ ୫ଟି ରବିବାର ପଡ଼ୁଛି । ସେହି ତାରିଖଗୁଡ଼ିକ ହେଲା ୧,୮,୨୫,୨୨ ଓ ୨୯ । ଏଥି ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଯଥାକ୍ରମେ ୧୪ ଓ ୨୮ ତାରିଖରେ ପଡୁଛି । ତେଣୁ ଏହି

ଓଡ଼ିଶା ପୋଲିସ ମହାନିର୍ଦେଶକଙ୍କ ସିଆରପିଏଫ ଶିବିର ପରିଦର୍ଶନ

ଫୁଲବାଣୀ: ଓଡ଼ିଶା ପୋଲିସ ମହାନିର୍ଦେଶକ ଅଭୟ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ସିଆରପିଏଫର ନକ୍ସଲ ବିରୋଧୀ ଶିବିରର ପରିର୍ଦଶନ କରିଛନ୍ତି । ପୋଲିସ ମହାନିର୍ଦେଶକ ଅଭୟ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲରେ ଥିବା ସିଆରପିଏଫର ନକ୍ସଲ ବିରୋଧୀ ଶିବିରର ପରିଦର୍ଶନ ସହ ସେ ସୈନିକ ସମ୍ମିଳନୀରେ ଯୋଗ

ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନ ପ୍ରଚାର ଶେଷ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଆସନ ଲାଗି ହେଉଥିବା ଉପ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ଅପରାହ୍ନ ୫ଟା ସୁଦ୍ଧା ସମାପ୍ତ ହୋଇଛି । ଶେଷ ମୁହୁତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଥିଲେ ଶେଷ

ଯୁବଶକ୍ତି ଓ କୋଭିଡ

ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯଦି ହିସାବକୁ ନିଆଯାଏ, ତେବେ ସାଧାରଣତଃ ୫ଟି ପର୍ଯ୍ୟାୟ ଦେଖିବାକୁ ମିଲିଥାଏ । ଏଗୁଡିକ ମଧ୍ୟରେ ରହିଛି ଶିଶୁ ଓ ବାଳୁତ ଅବସ୍ଥା, କିଶୋର ଅବସ୍ଥା, ଯୁବାବସ୍ଥା ଓ ବୃଦ୍ଧାବସ୍ଥା । ସାଧାରଣତଃ ଶିଶୁଙ୍କୁ ବଳହୀନ ବୋଲି ଅଧିକ ସୁରକ୍ଷା ପରିବାର ସଦସ୍ୟମାନେ

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ରବିବାରଠୁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଛି। ମହାମାରୀ କରୋନା ପାଇଁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆ ଯାଇଥିଲା।  ଆଜିଠୁ ପୁଣି ଥରେ ପର୍ଯ୍ୟଟକଙ୍କୁ ଶିମିଳିପାଳ ବୁଲିବା ପାଇଁ ଅନୁମତି ମିଳିଛି। ଏଣିକି ପର୍ଯ୍ୟଟକମାନେ କୋଭିଡ କଟକଣା ମଧ୍ୟରେ

ବିରୋଧୀ ଦଳ ଉପରେ ଗର୍ଜିଲେ ମୋଦୀ

ଛପରା : ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଲାଲୁଙ୍କ ଗଡ଼ ଛପରାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହା ପରେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ସାମସ୍ତିପୁରରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ। ସେ