ପ୍ରଭାସଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ମୁମ୍ବଇ : ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ବାହୁବଳୀ ପ୍ରଭାସ ଶୁକ୍ରବାର ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ସାରା ବିଶ୍ୱରୁ ପ୍ରଶଂସକମାନେ ପ୍ରଭାସଙ୍କୁ ତାଙ୍କ ଜନ୍ମଦିନର ଶୁଭକାମନା ଜଣାଉଛନ୍ତି। ସାଉଥ ସିନେମାରୁ ଡେବ୍ୟୁ କରିଥିବା ପ୍ରଭାସ ବାହୁବଳୀ

ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଭାରତର ବାୟୁ ଅଧିକ ପ୍ରଦୂଷିତ : ଟ୍ରମ୍ପ

ଓ୍ୱାସିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନ ପାଖେଇ ଆସୁଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ଶେଷ ହୋଇଛି ପ୍ରେସିଡେନ୍ସିଆଲ୍ ଡିବେଟ୍। ଚଳିତଥର ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍‌ଙ୍କ ମଧ୍ୟରେ

ରାଜ୍ୟରୁ ଆଉ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୧୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୭୮୮୭ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୩୧ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୭୬୨ ଜଣ ସ୍ଥାନୀୟ ବାସିନ୍ଦା

ଓଜନ କମ୍‌ କରେ ହେଙ୍ଗୁ ପାଣି

ଭୁବନେଶ୍ୱର : ଖାଦ୍ୟକୁ ସୁସ୍ୱାଦୁ ଓ ସୁଗନ୍ଧ ଯୁକ୍ତ କରିବା ପାଇଁ ଅନେକେ ହେଙ୍ଗୁ ବ୍ୟବହାର କରନ୍ତି। ହେଲେ ଆପଣ ଜାଣିଛନ୍ତି କି, ହେଙ୍ଗୁରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଚିମୁଟାଏ ହେଙ୍ଗୁରେ ପାଣି ମିଶାଇ ପିଇଲେ ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ହେଙ୍ଗୁ

ମାଲବାହୀ ଜାହାଜରୁ ଖସିପଡ଼ିଲେ ୩ ନାବିକ

ପାରାଦୀପ : ପାରାଦୀପ ପୋର୍ଟ ଆଙ୍କରେଜ ଅଞ୍ଚଳରେ ମାଲବାହୀ ଜାହାଜରୁ ଖସିପଡ଼ି ୩ ନାବିକ ଆହତ ହୋଇଛନ୍ତି । ଓସନ୍ ସେଞ୍ଚୁରୀ ନାମକ ଏକ ଜାହାଜରୁ ଖସି ପଡ଼ିଥିବା ୩ ଜଣ ବାଂଲାଦେଶୀ ନାବିକ। ଅଶାନ୍ତ ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯିବା ବେଳେ ସେମାନଙ୍କୁ ଉଦ୍ଧାର କରିଛନ୍ତି ପାରାଦୀପ ପୋର୍ଟର

ମାତୃଭାଷାରେ ହେବ ଜେଇଇ-ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରବେଶିକା ପରୀକ୍ଷା ଜେଇଇ-ମେନ୍‌ ଏଣିକି ଅଧିକ ଭାରତୀୟ ଆଞ୍ଚଳିକ ଭାଷାରେ ଆୟୋଜନ କରାଯିବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୱାଲ। ବିଦେଶରେ ‘ପିସା’ ପରୀକ୍ଷା ଏକାଧିକ ମାତୃଭାଷାରେ ଆୟୋଜନ ହେଉଥିବାବେଳେ

୨୦୨୧ ଆଇପିଏଲ୍‌ ପାଇଁ ସିଏସ୍‌କେ ନେଇପାରେ କଠୋର ନିଷ୍ପତ୍ତି

ଚେନ୍ନଇ : ଚେନ୍ନଇ ସୁପର କିଙ୍ଗ୍‌ସ ହେଉଛି ଏପରି ଏକ ଦଳ; ଯାହା ୧୧ଟି ଆଇପିଏଲ୍‌ ସିଜିନ୍‌ରେ ଖେଳିଥିଲେ ହେଁ ବହୁତ କମ୍ ଖେଳାଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ତେବେ ୟୁଏଇରେ ଏ​‌ବେ ଚାଲିଥିବା ଆଇପିଏଲ୍‌ର ୧୩ଶ ସଂସ୍କରଣରେ ମହେନ୍ଦ୍ର ସିଂହ ଧୋନି ନେତୃତ୍ବାଧୀନ ସିଏସ୍‌କେ ଦଳ ଯେପରି

ଜାତିସଂଘର ୭୫ତମ ବାର୍ଷିକୀରେ ଷ୍ଟାମ୍ପ ଜାରି କରିବ ଭାରତୀୟ ଡାକ

ମିଳିତ ଜାତିସଂଘର ୭୫ତମ ବାର୍ଷିକୀ ଅବସରରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ଉପସ୍ଥିତିରେ ଭାରତୀୟ ଡାକ ବିଭାଗ ଏକ ଷ୍ଟାମ୍ପ ଜାରି କରିବ। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଜାତିସଂଘ ସୁରକ୍ଷା

ବିହାର ନିର୍ବାଚନ: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ

ନୂଆଦିଲ୍ଲୀ : ବିହାରର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ଗତିବିଦ୍ଧି ସେତିକି ମାତ୍ରାରେ ବୃଦ୍ଧି ହେବାର ଲାଗିଛି। ବିହାରର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଅର୍ଥାତ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆଜି ପ୍ରଧାନମନ୍ତ୍ରୀ