କୋଭିସିଲ୍ଡ ଟିକାକୁ ଝଟକା: କ୍ଲିନିକାଳ ଟ୍ରାଏଲ ବେଳେ ଆଖି ବୁଜିଲେ ଡାକ୍ତର

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ କୋଭିସିଲ୍ଡ ଟିକାକୁ କ୍ଲିନିକାଲ ଟ୍ରାଏଲ ଚାଲିଥିବା ବେଳେ ଏହାକୁ ଏକ ବଡ ବଡ ଝଟକା ମିଳିଛି । କୋଭିସିଲ୍ଡ ର କ୍ଲିନିକାଲ ଟ୍ରାଏଲ ବେଳେ ବ୍ରାଜିଲର ଜଣେ ସ୍ୱେଚ୍ଛାସେବୀଙ୍କର ମୃତୁ୍ୟ ହୋଇଛି । ବ୍ରାଜିଲରେ ବିଭିନ୍ନ ଟିକାର ଟ୍ରାଏଲ ତଦାରଖ କରୁଥିବା

୨୭ରେ ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ

ଭାରତ ଚଳିତ ମାସ ୨୭ରେ ଆମେରିକା ସହ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିବ। ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। ଏହା ଭାରତ-ଆମେରିକା ମଧ୍ୟରେ ତୃତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକ ହେବ। ଆମେରିକାର ବିଦେଶ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ପାସ୍‌ କଲେ ୧୫ହଜାର ୨୪୪ ଛାତ୍ରଛାତ୍ରୀ

କଟକ: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ଚଳିତଥର ୨୧ ହଜାର ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲାବେଳେ ସେଥିମଧ୍ୟରୁ ମୋଟ ୧୫ ହଜାର ୨୪୪ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସପ୍ଲିମେଣ୍ଟାରୀ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କୁ ଏ-୧

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଅବସରରେ ଦେଶର ବହୁ ବଡ଼ ବଡ଼ ରାଜନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଜୟପୁର : ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ତିକ୍ତତା ମଧ୍ୟରେ କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତ ଆଉ ଏକ ପଦକ୍ଷେପ ନେଇଛି। ଭାରତ ଗୁରୁବାର ସକାଳୁ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ପରୀକ୍ଷଣ କରିଛି। ଗୁରୁବାର ସକାଳ ୬ଟା ୪୫ରେ ରାଜସ୍ଥାନର

ଆଜି ନୌସେନାରେ ସାମିଲ ହେବ ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କଭରାତି

ଆଜି ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କଭରାତି ନୌସେନାରେ ସାମିଲ ହେବ। ସେନା ମୁଖ୍ୟ ଜେନେରାଲ ଏମ. ନରୱଣେ ବିଶାଖାପାଟଣାର ନୌସେନା ଡ଼କୟାର୍ଡ଼ରେ ଏହି ଯୁଦ୍ଧପୋତକୁ କମିଶନ କରିବେ। ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ଏହି ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ

ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗୁରୁବାର କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ନବରାତ୍ରର ଷଷ୍ଠ ଦିନ : ଦେବୀ କାତ୍ୟାୟନୀଙ୍କ ପୂଜାରେ ସୁଖମୟ ହୋଇଥାଏ ବୈବାହିକ ଜୀବନ

ନବରାତ୍ରର ଷଷ୍ଠ ଦିନ ଦେବୀ କାତ୍ୟାୟନୀଙ୍କୁ ସମର୍ପିତ। ଆଜି ୨୨ ଅକ୍ଟୋବର ଆଶ୍ୱିନ ମାସ ଶୁକ୍ଳପକ୍ଷର ଷଷ୍ଠୀ ତିଥି। ଏହି ତିଥିରେ ମା’କାତ୍ୟାୟନୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଦେବୀ ଦୁର୍ଗାଙ୍କର ନଅ ସ୍ୱରୂପ ମଧ୍ୟରୁ ମା’ଙ୍କର ଏହି ସ୍ୱରୂପକୁ ପୂଜାର୍ଚ୍ଚନା କଲେ ଖୁବ ଶୁଭଫଳ ପ୍ରାପ୍ତି

ବଜାରକୁ ଆସିଲା ନୋକିଆର ଦୁଇଟି ଶସ୍ତା ୪ଜି ଫିଚର ଫୋନ

ନୂଆଦିଲ୍ଲୀ : ଭାରତରେ ନୋକିଆର ଦୁଇଟି ନୂଆ ୪ଜି ଫିଚର ଫୋନର ବଜାର ପ୍ରବେଶ ହୋଇଛି। ଗୋଟିଏ ନୋକିଆ ୨୧୫ ଏବଂ ଅନ୍ୟଟି ନୋକିଆ ୨୨୫। ନୋକିଆ ୨୧୫ର ବଜାର ମୂଲ୍ୟ ୨ ହଜାର ୯୪୯ ଟଙ୍କା ରହିଥିବାବେଳେ ନୋକିଆ ୨୨୫ ଫୋନର ମୂଲ୍ୟ ୩ ହଜାର ୪୯୯ ଟଙ୍କା ରହିଛି। ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨୩

ଦେଶରେ ଦିନକରେ ୫୫ ହଜାର ୮୩୮ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୦୬ ହଜାର ୯୪୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ୨୪ଘଣ୍ଟାରେ ୨୪ ହଜାର ୨୭୮ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ଆକ୍ଟିଭ୍ କେସ୍ ୭ ଲକ୍ଷ