ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଅବସରରେ ଦେଶର ବହୁ ବଡ଼ ବଡ଼ ରାଜନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଜୟପୁର : ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ତିକ୍ତତା ମଧ୍ୟରେ କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତ ଆଉ ଏକ ପଦକ୍ଷେପ ନେଇଛି। ଭାରତ ଗୁରୁବାର ସକାଳୁ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ପରୀକ୍ଷଣ କରିଛି। ଗୁରୁବାର ସକାଳ ୬ଟା ୪୫ରେ ରାଜସ୍ଥାନର…

ଆଜି ନୌସେନାରେ ସାମିଲ ହେବ ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କଭରାତି

ଆଜି ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କଭରାତି ନୌସେନାରେ ସାମିଲ ହେବ। ସେନା ମୁଖ୍ୟ ଜେନେରାଲ ଏମ. ନରୱଣେ ବିଶାଖାପାଟଣାର ନୌସେନା ଡ଼କୟାର୍ଡ଼ରେ ଏହି ଯୁଦ୍ଧପୋତକୁ କମିଶନ କରିବେ। ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ଏହି ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ…

ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗୁରୁବାର କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ନବରାତ୍ରର ଷଷ୍ଠ ଦିନ : ଦେବୀ କାତ୍ୟାୟନୀଙ୍କ ପୂଜାରେ ସୁଖମୟ ହୋଇଥାଏ ବୈବାହିକ ଜୀବନ

ନବରାତ୍ରର ଷଷ୍ଠ ଦିନ ଦେବୀ କାତ୍ୟାୟନୀଙ୍କୁ ସମର୍ପିତ। ଆଜି ୨୨ ଅକ୍ଟୋବର ଆଶ୍ୱିନ ମାସ ଶୁକ୍ଳପକ୍ଷର ଷଷ୍ଠୀ ତିଥି। ଏହି ତିଥିରେ ମା’କାତ୍ୟାୟନୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଦେବୀ ଦୁର୍ଗାଙ୍କର ନଅ ସ୍ୱରୂପ ମଧ୍ୟରୁ ମା’ଙ୍କର ଏହି ସ୍ୱରୂପକୁ ପୂଜାର୍ଚ୍ଚନା କଲେ ଖୁବ ଶୁଭଫଳ ପ୍ରାପ୍ତି…

ବଜାରକୁ ଆସିଲା ନୋକିଆର ଦୁଇଟି ଶସ୍ତା ୪ଜି ଫିଚର ଫୋନ

ନୂଆଦିଲ୍ଲୀ : ଭାରତରେ ନୋକିଆର ଦୁଇଟି ନୂଆ ୪ଜି ଫିଚର ଫୋନର ବଜାର ପ୍ରବେଶ ହୋଇଛି। ଗୋଟିଏ ନୋକିଆ ୨୧୫ ଏବଂ ଅନ୍ୟଟି ନୋକିଆ ୨୨୫। ନୋକିଆ ୨୧୫ର ବଜାର ମୂଲ୍ୟ ୨ ହଜାର ୯୪୯ ଟଙ୍କା ରହିଥିବାବେଳେ ନୋକିଆ ୨୨୫ ଫୋନର ମୂଲ୍ୟ ୩ ହଜାର ୪୯୯ ଟଙ୍କା ରହିଛି। ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨୩…

ଦେଶରେ ଦିନକରେ ୫୫ ହଜାର ୮୩୮ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୦୬ ହଜାର ୯୪୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ୨୪ଘଣ୍ଟାରେ ୨୪ ହଜାର ୨୭୮ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ଆକ୍ଟିଭ୍ କେସ୍ ୭ ଲକ୍ଷ…

ରାଜ୍ୟରେ ଆଉ ୧୯୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ବୁଧବାର ଆଉ ୧୯୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬୦୯୪ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୦୯ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୮୦୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି…

କଂଗ୍ରେସ ସଭାପତି ଭାବେ ମନୋନୀତ ହେଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା

ବ୍ରହ୍ନପୁର: ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଗଞାମ ଜିଲ୍ଲା ସଭାପତି ସାନଖେମୁଣ୍ଡି ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ମନୋନୀତ ହୋଇଛନ୍ତି । ନିଜର କାର୍ଯ୍ୟ ଶୈଳି , ସଂଗଠନକୁ ସୁଦୃଢ କରିବା କ୍ଷେତ୍ରରେ ଶ୍ରୀଯୁକ୍ତ ରମେଶ ଜେନାଙ୍କ ଅବଦାନ ମହତ୍ୱପୁର୍ଣ ରହିଛି ।…

ସରକାରଙ୍କ ୧୪ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଏଆଇଡିଏସଓର ବିରୋଧ

ଭୁବନେଶ୍ୱର: ଓଡିଶା ସରକାରଙ୍କ ୧୪ହଜାର ୩ଶହ ୭୯ଟି ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତିକୁ ଏ.ଆଇ.ଡି.ଏସ୍.ଓ ବିରୋଧ କରୁଛି ବୋଲି ଏ.ଆଇ.ଡି.ଏସ୍.ଓର ରାଜ୍ୟ ସଭାପତି ଗଣେଷ ତ୍ରିପାଠୀ, ସଂପାଦକ ସୁବାସ ନାୟକ ଏକ ପ୍ରେସ ବିବତ୍ତି ମାଧ୍ୟମରେ ଜଣାଇଛନ୍ତି । ଏହା…