ସୁପରକିଙ୍ଗ୍ସ ପାଇଁ ଶେଷ ସୁଯୋଗ
ସାରଜା: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଚଳିତ ସଂସ୍କରଣର ଶୁକ୍ରବାର ସାରଜାରେ ୪୧ତମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ମୁମ୍ବଇ ଇଣ୍ଡିଆନ୍ସ ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଉଦ୍ୟମ କରିବାବେଳେ ଚେନ୍ନଇ ସୁପରକିଙ୍ଗ୍ସ ପ୍ଳେ!-->…