‘ବାହୁବଳୀ’ଠାରୁ ଅଧିକ ରୋମାଞ୍ଚକର ହେବକି “ଆର୍ଆର୍ଆର୍”? ସାମ୍ନାକୁ ଆସିଲା ପ୍ରଥମ ଲୁକ୍ ଭିଡ଼ିଓ
ମୁମ୍ବଇ : ବ୍ଲକ ବଷ୍ଟର ଚଳଚ୍ଚିତ୍ର ବାହୁବଳୀ ଭଳି ଉତ୍କୃଷ୍ଟ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିବା ନିର୍ଦେଶକ ଏସ୍ଏସ୍ ରାଜମୌଲିଙ୍କ ଆଗାମୀ ସିନେମା “ଆର୍ଆର୍ଆର୍”ର ଫାଷ୍ଟ ଲୁକ୍ ଭିଡ଼ିଓ ସାମ୍ନାକୁ ଆସିଛି। ସାମ୍ନାକୁ ଆସିଥିବା ଭିଡ଼ିଓ ବାହୁବଳୀ ଭଳି ଜବରଦସ୍ତ ହୋଇଛି।ଏହି!-->…