ଆଜି ପୁଲିସ ସ୍ମାରକୀ ଦିବସ
ଆଜି ସାରା ଦେଶରେ ପୁଲିସ ସ୍ମାରକୀ ଦିବସ ପାଳିତ ହେଉଛି। ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖ ଦିନଟିକୁ ପୁଲିସ ସ୍ମାରକୀ ଦିବସ ଭାବେ ପାଳନ କରାଯାଇଥାଏ। ଦେଶ ପାଇଁ ପୁଲିସ ଯବାନମାନଙ୍କର ବଳିଦାନ ଓ କର୍ତ୍ତବ୍ୟ ପରାୟଣତା ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ୧୯୫୯!-->…