ଯାଜପୁର ପୁଲିସ ପକ୍ଷରୁ ୬୧ତମ ସହିଦ ଦିବସ ପାଳିତ
ଯାଜପୁର : ଯାଜପୁର ଜିଲା ପୁଲିସ ପକ୍ଷରୁ ବୁଧବାର ୬୧ତମ ସହିଦ୍ ଦିବସ ପାଳନ କରାଯାଉଛି। ପାଣିକୋଇଲି ସ୍ଥିତ ଜିଲା ପୁଲିସ ମୁଖ୍ୟାଳୟରେ ପାଳନ କରାଯାଇଛି । ଆଜି ମୁଖ୍ୟଅତିଥି ଭାବେ ଜିଲାପାଳ ଚକ୍ରବତୀ ସିଂ ରାଠୋର, ଏସ୍ପି ଚରଣ ସିଂ ମିନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅକ୍ଷୟ କୁମାର!-->…