ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀଙ୍କ ବୈଠକ

ନବରଙ୍ଗପୁର : ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୋଡାଲ ଅଧିକାରୀ, ଉପଜିଲ୍ଲାପାଳ ଭାସ୍କର ରୋଇତ, ଅତିରିକ୍ତ ଜିଲ୍ଲାପାଳ…

ମହିଳା ନେତ୍ରୀଙ୍କୁ ‘ଆଇଟମ୍’ କହି ବିବାଦରେ କମଲନାଥ, ଜବାବ ଦେଲେ ଶିବରାଜ

ଭୋପାଳ: ବିଜେପି ସାଂସଦ ଇମାରତୀ ଦେବୀଙ୍କୁ ‘ଆଇଟମ୍’ କହି ଅଡୁଆରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଜାତୀୟ ନିର୍ବାଚନ କମିଶନ ଏ ନେଇ ମଧ୍ୟପ୍ରଦେଶ ନିର୍ବାଚନ କମିଶନଙ୍କ ପାଖରୁ ଜବାବ ତଲବ କରିଛି। ସେହିପରି ଜାତୀୟ ମହିଳା କମିଶନ ମଧ୍ୟ କମଲାନଥଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା…

ଅମିତ ମିଶ୍ରାଙ୍କ ସ୍ଥାନରେ ପ୍ରବୀଣ ଦୁବେ ଦିଲ୍ଲୀ କ୍ୟାପିଟାଲ୍‌ସରେ ସାମିଲ

ଦୁବାଇ : ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ର ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍‌ସ ଭଲ ପ୍ରଦର୍ଶନ ଜାରି ରଖିଥିଲେ ସୁଦ୍ଧା ଖେଳାଳିମାନେ ଆଘାତପ୍ରାପ୍ତ ହେବା ଦଳ ପାଇଁ କିଛିଟା ଚିନ୍ତାର କାରଣ ପାଲଟିଛି। କିଛିଦିନ ତଳେ ଆଙ୍ଗୁଠିରେ ଆଘାତଜନିତ କାରଣରୁ ଆଇପିଏଲ୍‌ରୁ ଦିଲ୍ଲୀ କ୍ୟାପିଟାଲ୍‌ସର…

ଏଟିଏମ ଭଙ୍ଗାରୁଜା : ପୁଲିସ ତଦନ୍ତ ଆରମ୍ଭ

ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ସିମୁଳିଆ ଥାନା ଅନ୍ତରା ସ୍ଥିତ ଏସବିଆଇ ଶାଖା ସମ୍ମୁଖରେ ଥିବା ଏଟିଏମରୁ ଭଙ୍ଗାରୁଜା କରାଯାଇଥିବା ମଙ୍ଗଳବାର ଜଣାପଡ଼ିଛି। ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଟିଏମରୁ ଟଙ୍କା ଲୁଟ ହୋଇଛି କି…

ସ୍ଵ।ଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵ।ଭିମାନ ଅଂଚଳର ଗୋରାସେତୁ ନିକଟରୁ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ଜବତ କରାଯାଇଛି। ଏହି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମାକୁ ବିଏସ୍ଏଫର ଯବାନ ଉଦ୍ଧାର କରିଛନ୍ତି। ସୁରକ୍ଷାକର୍ମୀ କମ୍ବିଂ କରୁଥିବାବେଳେ ସ୍ଥାନୀୟ ଟୁଟୁଗନ୍ଧି…

ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି(ମଙ୍ଗଳବାର) ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି, ‘ମୁଁ ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କୁ ବାର୍ତ୍ତା ଦେବି। ଆପଣମାନେ…

ନୋବେଲ୍ ଶାନ୍ତି ପୁରସ୍କାର ପଛରେ ଓଡ଼ିଆ

ରାଉରକେଲା :  ନୋବେଲ ଶାନ୍ତି ପୁରସ୍କାର ସହ ଓଡ଼ିଶାର ଲିଙ୍କ୍। ଶୁଣିଲେ ସାମାନ୍ୟ ଅଜବ ଲାଗୁଥିଲେ ହେଁ, ଏହା ସତ। ରାଉରକେଲା ଏନଆଇଟିର ପୂର୍ବତନ ଛାତ୍ର ପ୍ରଣବ ଖୈତାନଙ୍କ ସହ ଏହି ପୁରସ୍କାରର ସମ୍ପର୍କ ରହିଛି। ଚଳିତ ବର୍ଷ ୱାର୍ଲଡ୍ ଫୁଡ୍ ପ୍ରୋଗାମକୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର।…

ଆଇପିଏଲ୍‌: ପଞ୍ଜାବ-ଦିଲ୍ଲୀ ଲଢ଼େଇ

ଦୁବାଇ: ଚଳିତ ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ହେଉଛି ଏକମାତ୍ର ଦଳ ଯାହା ୨ଟି ମ୍ୟାଚ୍‌ରେ ସୁପର ଓଭରର ସମ୍ମୁଖୀନ ହୋଇଛି। ପ୍ରଥମ ଥର ଏହା ପରାସ୍ତ ହୋଇଥିବା ବେଳେ ରବିବାର ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ ପଞ୍ଜାବ ୨ ଥର ସୁପର ଓଭରର ସମ୍ମୁଖୀନ ହୋଇଥିଲା। ପ୍ରଥମ ସୁପର ଓଭର ଟାଇ ହେବା…

ଆମେରିକାର ଆଲାସ୍କାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଆମେରିକାର ଆଲାସ୍କା ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂକମ୍ପରେ ଛୋଟ ସୁନାମି ମଧ୍ୟ ସୃଷ୍ଟି ହୋଇଥିବା ଜଣାପଡିଛି।  ଭୂକମ୍ପ ଏତେ ଭୟଙ୍କର ଥିଲା ଯେ…

ବିରେନ୍ଦ୍ର ସେହୱାଗଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ତଥା ଓପନିଂ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ମଙ୍ଗଳବାର ୪୨ ବର୍ଷ ବୟସରେ ପାଦ ଦେଇଛନ୍ତି। ବୀରେନ୍ଦ୍ର ସେହୱାଗ  ୧୯୭୮ମସିହା ଅକ୍ଟୋବର ୨୦ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେହୱାଗ ଦିଲ୍ଲୀରେ ଏକ ହିନ୍ଦୁ ପରିବାରରେ…