ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ କରୋନା
ଯାଜପୁର : ଯାଜପୁର ଜିଲା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରୀତିରଞ୍ଜନ ଘଡାଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଫେସବୁକରେ ଲେଖିଛନ୍ତି ଯେ, ମୋଠାରେ କରୋନାର କୌଣସି ଲକ୍ଷଣ ନାହିଁ, ଯେହେତୁ ସ୍ୱାବ ଟେଷ୍ଟରେ ପଜିଟିଭି ଆସିଛି।!-->…