ପୁର୍ବାନୁମାନ ସତ ନହେଉ
ଆମ ଦେଶରେ ଏବେ ଚାଲିଛି ପାର୍ବଣ ଋତୁ । ଦଶହରା ମୁଣ୍ଡ ଉପରେ । ଏହା ପରେ ପରେ କାଳିପୂଜା, ଧନତେରାସ୍ ଓ ଦୀପାବଳି । ଦିୱାଲି ପରେ ଲକ୍ଷ୍ମୀ ପୂଜାର ମାହୋଲ୍ ଦେଖିବାକୁ ମିଳିବ । କରୋନା ଯୋଗୁ କଟକଣାକୁ ସମସ୍ତେ ମାନିଲେ ଓ ମାନିବାକୁ ବାଧ୍ୟ । ତା’ ସତ୍ୱେ ଭକ୍ତ ଏହି ପର୍ବପର୍ବାଣି ଗୁଡ଼ିକରେ ମା’!-->…