ବିଶିଷ୍ଟ ଶୀକ୍ଷାବିତ୍ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ପରଲୋକ
ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରର ବିଶିଷ୍ଟ ଶୀକ୍ଷାବିତ୍ ମୃତ୍ୟୁଞ୍ଜୟ ପଣ୍ଡାଙ୍କ (୭୯)ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା କରୋନାରେ ଆକ୍ରାନ୍ତ ଯୋଗୁଁ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିଛିଦିନ ତଳେ ବୌଦ୍ଧରୁ ଭୁବନେଶ୍ୱରସ୍ଥିତ ଏକ!-->…