ପୁଣି ଦ୍ରୁତ ସଂକ୍ରମଣ ଯୋଗୁ ପ୍ୟାରିସ କର୍ଫ୍ୟୁ: ‘ହୁ’ର ଚେତାବନୀ
ଲଣ୍ଡନ୍: ୟୁରୋପରେ ପୁଣି ଦ୍ରୁତ କୋଭିଡ ସଂକ୍ରମଣ ହେଉଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ‘ହୁ’ ୟୁରୋପରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଚିନ୍ତା ପ୍ରକଟ କରିଛି । ୟୁରୋପରେ ସଂକ୍ରମଣକୁ ‘ହୁ’ ରକେଟ୍ ସହ ତୁଳନା କରିଛି ଏବଂ ଏହାକୁ ନିୟନ୍ତ୍ରଣ କରିବାପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ!-->…