ମହାନଦୀବିହାର: ୧୫ ମିନିଟ୍ ବିଳମ୍ବରେ ଲୁଟ୍ ହୋଇଥାନ୍ତା ୩୦ ଲକ୍ଷ
କଟକ: ଚାଉଳିଆଗଞ୍ଜ ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ଏସ୍ବିଆଇ ଏଟି ଏମ୍ରୁ ସୋମବାର ରାତି ୩ଟା ସମୟରେ ଲୁଟ ଉଦ୍ୟମ ହୋଇଛି । ଜଗତସିଂହପୁର ଅଂଚଳର ଜଣେ ଯୁବକ ଏକ କଳାରଙ୍ଗର ପଲସର୍ରେ ଆସି ଏଟିଏମ୍କୁ ଗ୍ୟାସ୍ କଟ୍ର ସାହାର୍ଯ୍ୟରେ କାଟି ଲୁଟ୍ ଉଦ୍ୟମ କରୁଥିବା ବେଳେ ଚାଉଳିଆଗଞ୍ଜ!-->…