ଗୋଷ୍ଠୀ ସଂଘର୍ଷ : ତେଂଟା ମାଡରେ ୨ ମୃତ ଓ ୯ ଗୁରୁତର

ବ୍ରହ୍ମଗିରି: ସ୍ଥାନିୟ ଡିମିରିସେଣା ଗ୍ରାମର ହରିଜନ ବସ୍ତିରେ ଆଜି ଜମି ବିବାଦକୁ କେନ୍ଦ୍ରକରି ତେଂଟାମାଡରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୋଲିସ ଫୋସ୍ ସେଠାରେ ମୁତୟନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି

ନୀଳକଣ୍ଠେଶ୍ୱର ମହାଦେବଙ୍କ ହୁଣ୍ଡି ଚୋରି

ବାଲିକୁଦା:ଗତ ଶୁକ୍ରବାର ରାତିରେ ଏହି ଥାନା ଅନ୍ତର୍ଗତ ଅଢଙ୍ଗା ପଂଚାୟତର ଖାଲେରୀ ଠାରେ ଥିବା ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ହୁଣ୍ଡିକୁ କେହି ଦୂର୍ବୁତ ଉଠାଇ ନେଇଯାଇଥିବା ଜଣା ପଡିଛି । ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ

୨୪ ଘଂଟିଆ ନିଶୁଳ୍କ ଆତ୍ମହତ୍ୟା ସୁରକ୍ଷା ଲାଇଫ୍ ଲାଇନ୍ ସେବା

ଭୁବନେଶ୍ୱର: ମାନସିକ ଶାନ୍ତି ହଜିଗଲେ ମଣିଷ ମାନସିକ ଅବସାଦର ଶିକାର ହୁଏ । ଜୀବନ କଣ ବୁଝିପାରେ ନାହିଁ । ଜୀବନକୁ ଶେଷ କରିଦେବାକୁ ପଛାଏ ନାହିଁ । ଜୀବନ ପ୍ରତି ଲୋଭ, ମୋହ କାହିଁକି ଅଧାବାଟରେ ତୁଟିଯାଏ ସେମାନେ ପରିବାର, ବନ୍ଧୁ, ସମାଜ ଉପରେ ଆସ୍ଥା ହରାଇ ବସନ୍ତି । ଏମିତି ଅନେକ ପ୍ରଶ୍ନକୁ

ଜନସାଧାରଣଙ୍କୁ କରୋନା ସଚେତନ ବାର୍ତା ଦେଲେ ବିଧାୟକ ସୁଧିର ସାମଲ

ଢେଙ୍କାନାଳ: ମହାମାରୀ କରୋନା ସାରା ଭାରତବର୍ଷକୁ କବଳିତ କରି ରଖିଛି । ଓଡିଶାରେ ମଧ୍ୟ ଏହା ସମସ୍ତ ଜିଲ୍ଲାକୁ ବ୍ୟାପିଛି । ରାଜ୍ୟ ସରକାର ଏହାର ଦୃଢ ମୁକାବିଲା କରି ବିଶ୍ୱରେ ପ୍ରଶଂସା ପାଇଛନ୍ତି । ଏହି କରୋନାରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ

ସିଲ୍ ହେଲା ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ

ଭୁବନେଶ୍ୱର : ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ବଡ଼ ଧରଣର ବିସ୍ଫୋରଣ ଘଟଣାରେ ଆଜି ଉକ୍ତ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଥିବାର ଖବର ମିଳିଛି। ଆଇଓସିଲ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି।

ପୁଣି ରାଜଧାନୀରେ ଲୁଟ୍‌

ଭୁବନେଶ୍ୱର: ପୁଲିସ ନିଷ୍କ୍ରିୟତାର ସୁଯୋଗ ନେଇ ରାଜଧାନୀରେ ପୁଣି ବ୍ୟାଙ୍କ ଲୁଟ୍ ହୋଇଛି। ଗତକାଲି ବିଲମ୍ୱିତ ରାତିରେ ପଟିଆ ଷ୍ଟେସନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗ୍ୟାସ କଟର ସହାୟତାରେ ଏଟିଏମ ସଟର କାଟି ଟଙ୍କା

ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୧୦୨୨ରେ ପହଞ୍ଚି ଯାଇଛି।

ହାପି ବର୍ଥ ଡେ’ ଅମିତାଭ୍ ବଚ୍ଚନ

Share ଭୁବନେଶ୍ୱର:  ଆଜି ହେଉଛି ବଲିଉଡର ଏହି ମହାନାୟକଙ୍କ ୭୮ତମ ଜନ୍ମଦିନ । ବଲିଉଡ ମହାନାୟକ, ବିଗ୍ ବି, ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଏଭରଗ୍ରୀନ ଅମିତାଭ୍ ବଚ୍ଚନ ହିନ୍ଦୀ ଚଳଚ୍ଚିତ୍ର ଜଗତର ମହାନ କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ। ଅମିତାଭଙ୍କ ଅଭିନୟଠାରୁ ଆରମ୍ଭ କରି ତାଙ୍କର ଗମ୍ଭୀର

ସିବିଆଇ ହାତରେ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନୋଟିସ୍ ଜାରି କରିଛନ୍ତି । ଏଣିକି ଏହି ବିବାଦୀୟ ଓ ଜଘନ୍ୟ ଘଟଣାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପୂର୍ବରୁ ଉତ୍ତରପ୍ରଦେଶ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ଏବଂ ଗତ

ଆଜି ସ୍ଵାମୀତ୍ୱ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ବାମୀତ୍ବ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନରେ ପ୍ରାୟ ଏକ ଲକ୍ଷ ସମ୍ପତ୍ତି ମାଲିକ ସେମାନଙ୍କ ମୋବାଇଲ୍ ଫୋନକୁ ଆସିଥିବା ଏସଏମଏସ ଲିଙ୍କ୍ ମାଧ୍ୟମରେ ସେମାନଙ୍କ ସମ୍ପତ୍ତି ବିବରଣୀ ଥିବା କାର୍ଡଗୁଡ଼ିକୁ ଡାଉନଲୋଡ୍ କରିପାରିବେ।