ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ

ଯାଜପୁର: ଦଶରଥପୁର ବ୍ଳକର ବିଭିନ୍ନ ଅଂଚଳରେ ଜାତୀର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ୍ ୧୯ କଟକଣାକୁ ଦୃଷ୍ଟିରେ ରଖି ଦଶରଥପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର

ନିର୍ମାଣ ପରେ ବି’ପାଇଖାନା ଅନୁପଯୋଗୀ

ଚମ୍ପୁଆ: ଗ୍ରାମାଚଂଳରେ ନିର୍ମାଣ କରାଯାଇଥିବା ପାଇଖାନା କାମରେ ଲାଗୁନଥିବା ତଥା ନିର୍ମାଣର ୨ ବର୍ଷ ପରେ ବି ଏହା ବ୍ୟବହାର ହେଉ ନଥିବା ଅଭିଯୋଗ ହୋଇଛି । ଏହାର ଜ୍ୱଳନ୍ତ ପ୍ରମାଣ ଚମ୍ପୁଆ ବ୍ଲକ ବଡନଈ ପଂଚାୟତରଅନ୍ତର୍ଗତ ସାନନଈ ଗ୍ରାମର ଢୁଡାସାହିରେ । ସୂଚନା ଅନୁସାରେ ଆର୍ଥିକ ବର୍ଷ

ରାଜଧାନୀରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି । ଏଥିରେ ଶମ୍ଭୁ ନାମରେ ପରିଚିତ ଏକ ମିଠା ଦୋକାନୀଙ୍କୁ ହତ୍ୟା କରାଯାଇଥିବା ପ୍ରକାଶ । ଭୁବନେଶ୍ୱର-ପୁରୀ ରାସ୍ତାରେ ସାମନ୍ତାରାପୁର ଠାରେ ହତ୍ୟା କରାଯାଇଥିବା ଉପରୋକ୍ତ ଯୁବକଙ୍କ ମିଠା ଦୋକାନ ରହିଛି । ପୂର୍ବ ଶତୃତା

ହାଥରସ ଗଣଦୁଷ୍କର୍ମ :କଂଗ୍ରେସ ପକ୍ଷରୁ ମୋଦି, ଯୋଗୀଙ୍କ କୁଶପୁତଳିକା ଦାହ

ଯାଜପୁର: ଉତରପ୍ରଦେଶର ହାଥରସ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କାରୀମାନଙ୍କୁ ଫାସୀ ଦଣ୍ଡରେ ଦଣ୍ଡି କରାଯିବା ସହିତ ଉତରପୁଲିସର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପ୍ରତି ହୋଇଥିବା ର୍ଦୁବ୍ୟବହାରକୁ କଂଗ୍ରେସ ପ୍ରତିବାଦ କରିଛି । ଏଥିନେଇ ଆଜି ଦଶରଥପୁର ବ୍ଲକ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ

‘ସ୍ୱଚ୍ଛ ଭାରତ’ ପାଳନ କଲା ଲାୟନ୍ସ କ୍ଲବ ସ୍ମାଇଲ

ଭୁବନେଶ୍ୱର: ଅକ୍ଟୋବର ୨.୧୦୨୦୨୦ ତରିଖ, ପବିତ୍ର ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଅବସରରେ ଲାୟନ୍ସ କ୍ଲବ ସ୍ମାଇଲ, ଭୁବନେଶ୍ୱର ଆନୁକୂଲ୍ୟରେ ‘ସ୍ୱଚ୍ଛ ଭାରତ’ ୟୁନିଟ ୨ ହାଟର ପାର୍କିଂରେ ପାଳନ ହେଇଥିଲା । କ୍ଲବର ସଭାପତି ଶ୍ରୀମତୀ ସସ୍ମିତା ସ୍ୱାଇଁ, ଉପ ସଭାପତି ପ୍ରସନ୍ନଜିତ୍ ମିିତ୍ର ସଂପାଦକ

ବନ୍ୟାରେ ଉଠାଜଳସଚେନର ୧୮୬ ପ୍ରକଳ୍ପ ଅଚଳ, ମରାମତି ପାଇଁ ଦାବୀ

ଚମ୍ପୁଆ: ଚମ୍ପୁଆ ଉପଖଣ୍ଡର ବିଭିନ୍ନ ଗ୍ରାମର ଚାାଷୀମାନେ ପାଣି ପଂଚାୟତ ଗଠନ କରି ବିଭିନ୍ନ ଜଳଉସô ଗୁଡିକରୁ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମ ଚାଷ କରି ଆସୁଥିଲେ । କିନ୍ତୁ୍ ଚଳିତ୨୦୨୦ମସିହା ଅଗଷ୍ଟ ୨୬/୨୭ ତାରିଖରେ ଚମ୍ପୁଆ ଉପଖଣ୍ଡରେ ପ୍ରବଳ ବର୍ଷା ହେବାୁର ନଦୀବଢ଼ି ହୋଇ ଥିଲା । ଫଳରେ

୫୦:୫୦ଆସନ ବାଣ୍ଟିବା ନେଇ ରାଜି ହେଲେ ବିଜେପି-ଜେଡିୟୁ

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ୫୦:୫୦ ଆସନ ବାଣ୍ଟିବା ଫର୍ମୁଲାକୁ ଆପଣାଇଛନ୍ତି। ଖୁବ ଶୀଘ୍ର ଏ ନେଇ ଏକ ସରକାରୀ ଘୋଷଣା କରାଯିବ ବୋଲି ସୂଚନା

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ୱର : ଆଜି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆସନ୍ତା ୩ ଦିନ ମଧ୍ୟ ବର୍ଷା ଜାରି ରହିବ। ଗତ ୨ ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଉପକୂଳରେ ରହିଥିବାରୁ କାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ସାରା

୩୩୨୬ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୩୩୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ

ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୯୦୦ ଟପିଲା

ଭୁବନେଶ୍ବର: କରୋନାରେ ପୁଣି ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧା ଓ