ପଞ୍ଚଭୂତରେ ଲୀନ ହେଲେ ପ୍ରଦୀପ ମହାରଥୀ

ପୁରୀ:  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ପୁରୀର ସ୍ବର୍ଗଦ୍ବାରରେ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର। ପୁତ୍ର ରୁଦ୍ର ପ୍ରତାପ ପିତାଙ୍କୁ ମୁଖାଗ୍ନି ଦେଇଛନ୍ତି।

୪ ଖାଦ୍ୟ ଡେଲିଭରି ବଏଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ମହିଳା

ଗୁରୁଗ୍ରାମ:ଗୁରୁଗ୍ରାମରେ ଜଣେ ୩୨ବର୍ଷ ବୟସ୍କା ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଖବର ମିଳିଛି। ଗଣଦୁଷ୍କର୍ମ କରିଥିବା ଚାରିଜଣ ଯୁବକ ଖାଦ୍ୟ ଡେଲିଭରି ବଏ ଭାବରେ କାମ କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ପରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା

ଘର ଭିତରେ ମଦ ବାର୍

କଟକ: କଟକ ସହରର ମାଛୁଆ ବଜାରରେ ଘର ଭିତରେ ଖୋଲିଥିଲା ମଦ ବାର୍। ଗାନ୍ଧୀ ଜୟନ୍ତୀରେ ମଦ କାରବାର କରିବାକୁ ଘରେ ବିପୁଳ ପରିମାଣରେ ମଦ ଗଚ୍ଛିତ କରି ରଖାଯାଇଥିଲା। ମଙ୍ଗଳାବାଗ ଥାନା ପୁଲିସ ଖବର ପାଇ ଏହି ବେଆଇନ ମଦ ବାର୍‌ ଉପରେ ଚଢ଼ାଉ କରିଛି। ପୁଲିସ ଉଭୟ ମଦ ଦୋକାନୀ ଓ ମ୍ୟାନେଜରକୁ

ଅନ୍ତିମ ଯାତ୍ରାରେ ମହାରଥୀ

ପିପିଲି: ଅନ୍ତିମ ଯାତ୍ରାରେ ମହାରଥୀ। ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବ ଶରୀର ବିଜେଡି ପାର୍ଟି ଅଫିସକୁ

ମାଓ ରଣନୀତି ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ମାଓ ରଣନୀତି ନେଇ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଯାଇଛି । ଏଥିରେ ରାଜ୍ୟ ପୋଲିସ ଡିଜି ଅଭୟଙ୍କ ସମେତ ସିଆରପିଏଫ ଡିଜି ଓ ବିଏସଏଫ ଏଡିଜି, ଗୁଇନ୍ଦା

ୟୁପିରେ ଚାଲିଛି କ’ଣ?

ଉତରପ୍ରଦେଶରେ କ’ଣ ଚାଲିଛି? ଏହା ଗୋଟିଏ ଛୋଟିଆ ପ୍ରଶ୍ନ ନୁହେଁ । ଏହି ପ୍ରଶ୍ନ ମଧ୍ୟ କେବଳ ୟୁପି ପାଇଁ କୁହାଯାଉଛି ବୋଲି କେହି ଭାବିବା ଅନୁଚିତ । ଏହି ରାଜ୍ୟରେ କ୍ରମାଗତ ଭାବେ ବିଭିନ୍ନ ରାଜନୈତିକ ଦଳ କ୍ଷମତାର ଥିଲା ବେଳେ; ଏପରିକି ବର୍ତମାନର ବିଜେପି ସରକାର ବେଳେ କେଉଁଠି ନା କେଉଁଠି

ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ ମହାତ୍ମାଗାନ୍ଧୀ ଓ ଲାଲ ବାହଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ପାଳନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ ଜାତିର ଜନକ ମାହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଅଛି । ଏହି ଜୟନ୍ତ୍ରୀ ପାଳନ ଉତ୍ସବରେ ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ମହାତ୍ମାଗାନ୍ଧୀ ଓ

ବିଶ୍ୱର ଦୀର୍ଘତମ ସୁଡଙ୍ଗ ପଥ ‘ଅଟଳ ଟନେଲ୍’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ହିମାଚଳ ପ୍ରଦେଶର ଲାହୌଲ ଉପତ୍ୟକାର ବାସିନ୍ଦାଙ୍କ ପାଇଁ ଏକ ବଡ ଦିନ । ଆଜି ସେଠାରେ ପାର୍ବତ୍ୟ ଅଞ୍ଚଳରେ ଗମନାଗମନ ଦୃଷ୍ଟିରୁ ଗୁରୁତ୍ୱ ବହୁ ବହନ କରୁଥିବା ‘ଅଟଳ ଟନେଲ୍’ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ ସୁଡଙ୍ଗ ପଥ ‘ ଅଟଳ ଟନେଲ’ର

୩୦୫୩ ନୂଆ ପଜିଟିଭ୍ ଚିହ୍ନଟ : ମୃତ୍ୟୁ ସଂଖ୍ୟା ୧୭

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦୫୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୪୯ ଆକ୍ରାନ୍ତ ଅଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ

ଟ୍ରମ୍ପଙ୍କୁ କରୋନା : ଆର୍ମି ମେଡିକାଲରେ ଭର୍ତି

ୱାସିଂଟନ : କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଚିକିତ୍ସା ପାଇଁ ମ୍ୟାରିଲେଣ୍ଡ ୱାଲଟର ରିଡ୍ ମିଲଟାରୀ ହସ୍ପିଟାଲରେ ଭର୍ତି କରାଯାଇଛି । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ