୨୨୫ ଟଙ୍କାରେ କରୋନା ଟିକା
ନୂଆଦିଲ୍ଲୀ- ସେରମ ଇନଷ୍ଟିଚ୍ୟଟ ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟିକା ମାତ୍ର ୨୨୫ଟଙ୍କାରେ ମିଳିବ ବୋଲି ଏହି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ପ୍ରାୟ ୨୦ କୋଟି ଟିକା ଉତ୍ପାଦନ ହେବ ବୋଲି ସେରମ ଇନଷ୍ଟିଚ୍ୟଟ ପକ୍ଷରୁ କୁହାଯାଇଛି । ଏଥିପାଇଁ କମ୍ପାନୀକୁ ବିଲ ଏଣ୍ଡ!-->…