ନନ୍ଦନକାନନ ଖୋଲିବ ୪ରୁ

ଭୁବନେଶ୍ୱର: ଅକ୍ଟୋବର ୪ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ । ଏ ସମ୍ପର୍କରେ ନନ୍ଦନକାନନ ଉପନିଦେ୍ର୍ଧଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ତେବେ ପର୍ଯ୍ୟଟକମାନେ କେମିତି ପ୍ରାଣୀ ଉଦ୍ୟାନ ଭିତରେ ବୁଲି ଦେଖିବେ, ସେ ସମ୍ପର୍କରେ ନିର୍ଦ୍ଧିଷ୍ଟଭାବେ

ମନ୍ଦିର ଖୋଲିବା ସମ୍ଭବ ନୁହେଁ ହାଇକୋର୍ଟରେ ଜବାବ ଦାଖଲ କଲେ ସରକାର

କଟକ: ପୁରୀ ଶ୍ରୀମନ୍ଦିର ଅଥବା ଅନ୍ୟ ଯେ କୌଣସି ମନ୍ଦିର ବର୍ତମାନ ସ୍ଥିତିରେ ଖୋଲିଲେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିପାରେ ଓ ସବୁଠି ପୋଲିସ ମୁତୟନ କରି କଟକଣା ଜାରି କରିବା ସମ୍ଭବପର ନୁହେଁ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର, ମସିଜିଦ୍, ଗୁରୁଦ୍ୱାରା,

ପତ୍ନୀ ନିର୍ଯାତନା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଗିରଫ

ବୌଦ୍ଧ: ପତ୍ନୀ ନିର୍ଯାତନା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡ଼ା ଟାଉନ ଥାନା ପୁଲିସ। ବିଟିଏମ୍ ଫାଣ୍ଡିରେ ରଖି ଡେପୁଟୀ କଲେକ୍ଟରଙ୍କୁ ପଚରାଉଚରା କରୁଛି ପୁଲିସ। ସୂଚନା ଅନୁଯାୟୀ,  ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା

ୱେବ୍‌ ସିରିଜ୍‌କୁ ପ୍ରାଧାନ୍ୟ ଦେଉଛନ୍ତି କୁନାଲ

ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା କୁନାଲ ଖେମୁ ଆଜିର ସମୟରେ ସିନେଜଗତରେ ନିଜ ସ୍ଥାନକୁ ସୁରକ୍ଷିତ କରିପାରିଛନ୍ତି। ନିକଟରେ ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ୱେବ୍‌ ସିରିଜ୍‌ରେ କାମ କରି ତାଙ୍କୁ ଅଧିକ ଆତ୍ମସନ୍ତୋଷ ମିଳିଛି। ଆଗାମୀ ସିରିଜ୍ ‘ଅଭୟ-୨’ର ଶେଷ ପର୍ଯ୍ୟାୟରେ

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ, ୧୦ରେ ଭୋଟ ଗଣତି

ନୂଆଦିଲ୍ଲୀ : ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏ ନେଇ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୯ ତାରିଖରେ ଉପ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୬ ତାରିଖକୁ ମନୋନୟନ

ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ଭୁବନେଶ୍ଵର : ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ସଂପର୍କରେ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତେବେ ସେ ହୋମ୍ ଆଇସୋଲେସନରେ ଥିବା ଜଣାଇଛନ୍ତି। ଅନ୍ୟପକ୍ଷରେ ବିଗତ କିଛି ଦିନ ହେବ ତାଙ୍କ ସଂଶ୍ପର୍ଷରେ ଆସିଥିବା  ଲୋକମାନେ ନମୁନା ପରୀକ୍ଷା

୨୦୨୦-୨୧ରେ ଅର୍ଥନୀତି ୧୧% ଖସିବ

ଇକ୍ରା ରିପୋର୍ଟ : କରୋନା ସଂକ୍ରମଣ ବୃଦ୍ଧି ପ୍ରଭାବ ନୂଆଦିଲ୍ଲୀ  :ଦେଶରେ କରୋନା ସଂକ୍ରମଣ ଖୁବ୍‌ ଜୋରରେ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ​ରେ ୨୦୨୦-୨୧ରେ ଦେଶର ଅର୍ଥନୀତିରେ ବା ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୧୧% ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି। ଏ ନେଇ

ଆଉ ଜଣେ ବଣମଲ୍ଲି ବିରଜିନି

ରାୟଗଡ଼ା : ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଝିଅ ନିମିତା ମେଲେକା କିଛିଦିନ ତଳେ ସୁମଧୁର ଗୀତ ଗାଇ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ତାଙ୍କ ପରି ଆଉ ଜଣେ ବଣମଲ୍ଲି ବିରଜିନି ୩ଟି ଭାଷାରେ ଗୀତ ଗାଇ ପ୍ରଶଂସା ସାଉଁଣ୍ଟିବାରେ ଲାଗିଛନ୍ତି। ତାଙ୍କର ବୟସ ମାତ୍ର ୧୭

ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଫଳରେ ରାଜ୍ୟ​ରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ଵର ଓ କଟକ ଓ ବାଲେଶ୍ଵରରୁ ଆଜି ୩ ଜଣ ଜଣ ଲେଖାଏଁ

ବିଶ୍ୱ ହୃତପିଣ୍ଡ ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳିତ ହୁଏ ‘ବିଶ୍ୱ ହୃତପିଣ୍ଡ ଦିବସ’ । ସାଧାରଣ ଲୋକଙ୍କୁ ହୃତପିଣ୍ଡର ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ହୃତପିଣ୍ଡ ସମଗ୍ର ଶରୀରକୁ ଶକ୍ତି ଦେଇଥାଏ । ଏହାର ସ୍ୱାସ୍ଥ୍ୟ, ସାରା ଶରୀରର ସ୍ୱାସ୍ଥ୍ୟ । ନିଜ