‘ଲାୟନ୍ସ କ୍ଲବ ଉମଙ୍ଗ’ର ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଲାୟନ୍ସ କ୍ଲବ ଉମଙ୍ଗର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ହୋଟେଲ ଲକ୍କି ଇଣ୍ଟରନ୍ୟାସନାଲରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ପ୍ରକାଶ ଜେନା ବରେଣ୍ୟ ଅତିଥି ଭାବେ

ଆଲୁମୁନି ଆସୋସିଏସନର ଶୋକ

କେନ୍ଦ୍ରାପଡା- ବରିଷ୍ଠ ସମାଜସେବୀ ଆଡଭୋକେଟ ରବିନ୍ଦ୍ର କୁମାର ବେହେରାଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ କଲେଜ ଆଲୁମୁନି ଆସୋସିଏସନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଆଲୁମୁନି ଆସୋସିଏସନ ସଭାପତି ପ୍ରଫେସର ଭରତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସଂପାଦକ ଗୋପିନାଥ

ମନ୍ଦିର ଖୋଲିବା ନେଇ ହାଇକୋର୍ଟରେ ଜବାବ ଦାଖଲ

ଭୁବନେଶ୍ୱର- କରୋନା ସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ହାଇକୋର୍ଟରେ ଜବାବ ଦାଖଗଲ କରିଛନ୍ତି ରାଜ୍ୟ ସରକାର । ମନ୍ଦିର ଗର୍ଭଗୃହ ଛୋଟ ଯୋଗୁଁ ସକଂମ୍ରଣ ବଢିପାରେ ବୋଲି ସରକାର ଦର୍ଶାଇଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତୀ

ରାଜଧାନୀରୁ ୩୪୨ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରୁ ୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୧୧ ଜଣ ହୋଇଥିବା ବେଳେ ୨୩୧ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ଏଯାବତ୍ ମୋଟ ଆକ୍ରାନ୍ତଙ୍କ

ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର- ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂ୍ତ ହୋଇଛି । ରିକ୍ଟର ସ୍କେଲରେ ଏହାର ତ୍ରିବତା ୪.୨ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ କିଛି କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ଭୁପୃଷ୍ଠରୁ ୫ କିଲୋମିଟର ଗଭୀର ଥିଲା ବୋଲି ଜଣାପଡିଛି ।

ରାଜ୍ୟରେ ୧୪ ମନ୍ତ୍ରୀ ଓ ବିଧାୟକ କରୋନା ଚିହ୍ନଟ

ଭୁବନେଶ୍ୱର- ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୨ ଜଣ ଚିହ୍ନଟ ହେବାପରେ ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର, ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ,

କୃଷି ବିଲ ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ

ନୂଆଦିଲ୍ଲୀ- ନୂଆ କୃଷି ବିଲ ବିରୋଧରେ ଆନେ୍ଦାଳନ ତୀବ୍ର ହେବାରେ ଲାଗିଛି । ବିଶେଷ କରି ପଞ୍ଜାବ, ହରିଆଣା, ଓ କର୍ଣ୍ଣାଟକ ଚାଷୀମାନେ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । କଂଗ୍ରେସ ପକ୍ଷରୁ ଦିଲ୍ଲୀ ଇଣ୍ଡିଆ ଗେଟ ନିକଟରେ ଚାଷୀଙ୍କ ସହ ମିଶି ଜୋରଦାର ବିକ୍ଷୋଭ କରିଥିଲେ ।

ଉତରପ୍ରଦେଶରେ ହୋଇପାରିବନି ଦୁର୍ଗା ପୂଜା

ଉତରପ୍ରଦେଶ- କରୋନା ଭାଇରସର ଦ୍ରୁତ ବୃଦ୍ଧି ଯୋଗୁଁ ଚଳିତବର୍ଷ ଜନଗହଳି ପୂର୍ଣ୍ଣ ସ୍ଥନାରେ ଦୁର୍ଗାପୂଜା ହୋଇପାରିବନି ନାହିଁ ବୋଲି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଘରେ ମା ଦୁର୍ଗାଙ୍କ ମୃର୍ତି ସ୍ଥପାନ କରି ଦୁର୍ଗାପୂଜା ପାଳନ କରିବାକୁ ସେ ନିର୍ଦେଶ

ଟ୍ରମ୍ପଙ୍କ ଆଦେଶ ଉପରେ ସ୍ଥାନୀୟ କୋର୍ଟଙ୍କ ରୋକ୍

ୱାଶିଂଟନ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଚାଇନିଜ ଆପ ଟିକଟିକ ଉପରେ ରୋକ ଲଗାଇଥିବା ବେଳେ ୱାଶିଂଟନର ସ୍ଥାନୀୟ କୋର୍ଟର ବିଚାରପତି ଏହା ଉପରେ ରୋକ ଲଗାଇଛନ୍ତି । ଏହି ଆପ ଜରିଆରେ ଚୀନ ଆମେରିକା ଲୋକଙ୍କ ତଥ୍ୟ ଚେରି କରୁଛି । ତେଣୁ ଜାତୀୟ ସୁରକ୍ଷା ଦର୍ଶାଇ ଟିକଟିକ ଉପରେ

ବିଜେଡିରୁ ବିଦା ହେଲେ ଯୁବ ନେତା କଳ୍ପତରୁ ଓଝା

ଭୁବନେଶ୍ୱର- ବିଜୁ ଯୁବ ନେତା କଳ୍ପତରୁ ଓଝା ଦଳ କାର୍ଯ୍ୟକର୍ତା ଚୟନକୁ ନେଇ ପ୍ରଶ୍ନ ଉଠାଇ ଆଜି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେବା ପରେ ଦଳରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ବର୍ଷ ଧରି ଦଳ ସହ କାମ କରିବା ପରେ ବି ତାଙ୍କୁ ଉପେକ୍ଷା କରାଯାଇଥିବା