ଆସନ୍ତାକାଲି ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର- କରୋନା କଟଣା ଭିତରେ ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବିଧାନ ସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତକାଲି ସମସ୍ତ ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଇଥିଲା । ପ୍ରଥମ ଦିନରେ ୭୫୭ ଜଣଙ୍କ ନମୁନା

ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ୱର- ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ ଲିଷ୍ଟ । ରାଜ୍ୟର ୧ ହଜାର ୨୯ଟି କଲେଜ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ ତାଲିକା ପ୍ରକାଶ ପାଇବ । ବିିଭନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଇ-ଆଡମିଶନ

ବାରିପଦାରେ ସଟ୍ଡାଉନ

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସେବା ଯୋଗାଇଦେବା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି । ଏଭଳି ସ୍ଥିତରେ ପରିସ୍ଥ୍ିତକୁ ନିୟନ୍ତ୍ରଣ କରିବା ପାଇଁ ଆଜିଠାରୁ ୩ତାରିଖ ଶନିବାର ପର୍ଯ୍ୟନ୍ତ ବାରିପଦା ସହରକୁୂ

ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିୟର ସିଟିଜେନ ଫୋରମର ବ୍ରହ୍ମପୁର ମହାନଗର ନିଗମ କମିଶନର ଓ ଉପଜିଲ୍ଲାପାଳଙ୍କୁ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିଅର ସିଟିଜେନ ଫୋରମ ତରଫରୁ ନୁତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଇ.ଏ.ଏସ ମହାନଗର କମିଶନର ଏବଂ ଶ୍ରୀ ଭି. କୀର୍ତୀ ୱାସନ ଆଇ.ଏସ ଉପ ଜିଲ୍ଲାପାଳ ବ୍ରହ୍ମପୁରଙ୍କୁ ପୁଷ୍ପତୋଡା ପ୍ରଦାନ କରି ସ୍ୱାଗତ

ଏସବିଆଇ ପକ୍ଷରୁ ଖୁଚୁରା ଋଣ ପୁନର୍ଗଠନ ପାଇଁ ଅନଲାଇନ ପୋର୍ଟାଲ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳୀ ଅନୁସାରେ ଏକ ପୁନର୍ଗଠନ ନୀତି ଆଣିଛି ଯାହାର ଲକ୍ଷ୍ୟ ହେଉଛି କୋଭିଡ୍-୧୯ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଖୁଚୁରା କ୍ଷେତ୍ରର ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ

ବେଶ୍ୟାବୃତି ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଆଇନ ଅନୁଯାୟୀ ବେଶ୍ୟାବୃତି ଏକ ଦଣ୍ଡନୀୟ ଅପରାଧ ନୁହେଁ ଏବଂ ପ୍ରାପ୍ତବୟସ୍କ ମହିଳାମାନେ ସେମାନଙ୍କ ପେଶା ପସନ୍ଦ କରିବାର ଅଧିକାର ରହିଛି ବୋଲି ଗୁରୁବାର ବମ୍ବେ ହାଇକୋର୍ଟ ରାୟ ଶୁଣାଇଛନ୍ତି । ଏଥି ସହିତ ବର୍ଷେ ହେଲା ମୁମ୍ବାଇ ଏକ ସୁଧାର ଗୃହରେ ଅଟକ ଥିବା ତିିନି ଜଣ

ଅର୍ଥରାଶି ଅନ୍ୟତ୍ର ସ୍ଥାନାନ୍ତର ହୋଇନି, ଜିଏସ୍ଟି ରିପୋର୍ଟକୁ କେନ୍ଦ୍ରର ଖଣ୍ଡନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦୁଇଟି ଆର୍ଥିକ ବର୍ଷରେ ପ୍ରାୟ ୪୭ ହଜାର କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ରାଶି ଅନ୍ୟତ୍ର ସ୍ଥାନାନ୍ତର କରିଥିବା ନେଇ ସିଏଜି ସୂଚନା ଦେଇଥିଲେ । ସିଏଜି ଦାବି ଉପରେ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । ଜିଏସ୍ଟି କ୍ଷତିପୂରଣ ରାଶି ଅନ୍ୟତ୍ର ସ୍ଥାନାନ୍ତର

ମୋର ଗୋଟିଏ କାର୍ ଅଛି: ଅନିଲ

ଲଣ୍ଡନ: ମୁଁ ସରଳ ଜୀବନଯାପନ କରେ । ମୁଁ ଜଣେ ମାରଥନ୍ ଧାବକ । କେବେ ଜୀବନରେ ମଦ ପିଇନାହିଁ କିମ୍ବା ଧୂମପାନ କରିନାହିଁ । ଜନ୍ମରୁ ମୁଁ ଶାକାହାରୀ । ମୋ ଜୀବନ ଅତ୍ୟନ୍ତ ବିଳାସପୂର୍ଣ୍ଣ ବୋଲି ଯାହା କୁହାଯାଉଛି ତାହା କେବଳ ଭ୍ରମାତ୍ମକ ଆକଳନ ଛଡ଼ା ଆଉ କିଛି ନୁହେଁ ବୋଲି ଋଣ ପାହାଡ଼ ଉପରେ

‘ମନ କି ବାତରେ’ : କାହାଣିକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆଜି ‘ମନ କି ବାତ’ର ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତିକି କିଛି କାହାଣି ଅଛି ଆମେ ତାକୁ ଅଧି ପ୍ରଚାର କରିବା ଆବଶ୍ୟକତା ରହିଛି । ଲୋକମାନଙ୍କୁ କାହାଣି ଜରିଆରେ ସାଧାରଣ ଜୀବନକୁ ସଠିକ ଢଙ୍ଗରେ ପରିବର୍ତନ କରିବା ସବୁଠାରୁ ବଡ ଶ୍ରେୟ । ମନ କି ବାତ ଅବସରରେ

ମଥୁରା କୋର୍ଟରେ କୃଷ୍ଣ ଜନ୍ମଭୂମି ମାଲିକାନା ମାମଲା

ମଥୁରା: ଇତରପ୍ରଦେଶର ମଥୁରାସ୍ଥିତ କୃଷ୍ଣ ଜନ୍ମଭୂମିସ୍ଥଳର ସମଗ୍ର ୧୩.୩୭ ଏକର ଜାଗାର ମାଲିକାନା ଏବଂ ସହରରେ ଶ୍ରୀକୃଷ ମନ୍ଦିରକୁ ଲାଗି ରହିଥିବା ସାହି ଇଦ୍ଗାହ ମସ୍ଜିଦ୍ର ଉଚ୍ଛେଦ ଦାବି କରି ପ୍ରଭୁ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ଏକ ମାମଲା ମଥୁରା କୋର୍ଟରେ ଦାଏର ଇଦ୍ଗାହ ମସ୍ଜଦ୍ର ଉଚ୍ଛେଦ