ଚାନ୍ଦିଲି ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ
ରାୟଗଡା: ଶିଳ୍ପନଗରୀ ଜେକେପୁର ସ୍ଥିତ ଚାନ୍ଦିଲି ଥାନାରେ ନୂତନ ଆଇଆଇସି ଭାବେ ନିଳାମ୍ବର ଜାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଦୀର୍ଘଦିନ ଧିରେ ଡିଏସପି ଅରୁପ ଅଭିଶେଖ ବେହେରା ଆଇଆଇସି ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉଥିଲେ । ଗତ ୨୧ ତାରିଖ ଦିନ ନିଳାମ୍ବର ଜାନୀ ଚାନ୍ଦିଲି ଥାନାର!-->…