ବଲାଙ୍ଗିରରେ କଟକଣା ଲାଗୁ କଲା ବଜାର କମିଟି
ବଲାଙ୍ଗିର- ବଲାଙ୍ଗିର ଜିଲ୍ଲାରେ କରୋନା ସ୍ଥିତ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । କିନ୍ତୁ ଏପଟେ କେନ୍ଦ୍ର ସରକାରଙ୍କ ଅନୁମତି ବିନା ଶଟଡାଉନ କି ଲକଡାଉନ କରିହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଦେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣ ଉପରେ ରୋକ!-->…