ଅଭିନେତା ଭୂପେଶ ପାଣ୍ଡ୍ୟାଙ୍କ ପରଲୋକ
ନୂଆଦିଲ୍ଳୀ: ବଲିଉଡ ଅଭିନେତା ଭୂପେଷ ପାଣ୍ଡ୍ୟାଙ୍କର ବୁଧବାର ପରଲୋକ ଘଟିଛି । ସେ କିଛି ମାସ ଧରି ଫୁସ୍ଫୁସ୍ ଜନିତ କର୍କଟ ରୋଗରେ ପୀଡିତ ଥିଲେ । ଆୟୁଷ୍ମାନ ଖୁରାନାଙ୍କ ପ୍ରଥମ ଫିଲ୍ମ ‘ଭିକି ଡୋନର’ ରେ ଭୂପେଶ ଚମକ୍ୱାର ଅଭିନୟ କରିଥିଲେ । ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଶିକ୍ଷା!-->…