ଦୀପକାଙ୍କ ସହ ଏନସିବି କାର୍ଯ୍ୟାଳୟ ଯିବେ ରାକୁଲ
ମୁମ୍ବାଇ- ଆସନ୍ତାକାଲି ଦୀପିକାଙ୍କ ସହ ଏନସିବି କାର୍ଯ୍ୟାଳୟ ଯିବେ ରାକୁଲ । ଗୁରୁବାର ବିଳମ୍ବରେ ସେ ଏନସିବି ପକ୍ଷରୁ ସମନ ପାଇଥିବାରୁ ଆଜି ପରିବର୍ତେ ଆସନ୍ତାକାଲି ତାଙ୍କୁ ଜେରା କରିବ ଏନସିବି । ଗତକାଲି ଏନସିବି ଡ୍ରଗ୍ସ ମାମଲାରେ ଜଡିତ ଥିବା ଅଭିନେତ୍ରୀ ଦୀପିକା ପାଦୁକୋନ,!-->…