ପ୍ରକାଶ ପାଇଲା ୨୦୨୦ ଆମେରିକା ଟାଇମ ମାଗାଜିନ
ପ୍ରକାଶ ପାଇଲା ୨୦୨୦ ଆମେରିକା ଟାଇମ ମାଗାଜିନ । ଏଥିରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଶହେ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି । ଏଥି ସହିତ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଇୱାନ ରାଷ୍ଟ୍ରପତି ତାଇ!-->…