କୋଭିଡ ହସ୍ପିଟାଲରେ ମକ୍ ଡ୍ରିଲ
ଭୁବନେଶ୍ୱର- ଭୁବନେଶ୍ୱର-କଟକରେ ଥିବା କୋଭିଡ ହସ୍ପଟାଲ ଗୁଡିକରେ ଅଗ୍ନି ନରାପତା ବ୍ୟବସ୍ଥା କିଭଳି ରହିଛି ତାହାର ଯାଂଚ କରାଯାଉଛି । ଆଜି ଅଗ୍ନିଶମ ବାହିନୀର ୮ ଜଣିଆ ଟିମ ଭୁବନେଶ୍ୱରର ବିଭିନ୍ନ କୋଭିଡ ହସ୍ପିଟାଲରେ ପିପିଇ କିଟ ପିନ୍ଧି ମକଡ୍ରିଲ ଓ ଯାଂଚ କରୁଛନ୍ତି । ନିଆଁ ଲାଗିବା!-->…