ରାଜ୍ୟରେ ଦୈନିକ କରୋନା ଟେଷ୍ଟ ୪୫ ହଜାର ପାର

ଭୁବନେଶ୍ୱର- ରାଜ୍ୟରେ ଆଜି ୪୫ ହଜାର ୬୭୬ କରୋନା ଟେଷ୍ଟ କରାଯାଇଛି । ରାପିଡ ଆଂଟିଜେନ ଟେଷ୍ଟ ୮୨.୪ ପ୍ରତିଶତ କରାଯାଇଛି ବୋଲି ସ୍ୱାସ୍ଥ୍ୟ ପରିବାର ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିଜିଆର ଟେଷ୍ଟେ ୭୮୯୯ ହୋଇଥିବା ବେଳେ ରାପିଡ ଆଂଟିଜେନ ଟେଷ୍ଟ ୩୭,୬୪୯ ଓ ଟ୍ରୁନଟ

କରୋନା ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି

ଭୁବନେଶ୍ୱର- ରଜ୍ୟରେ ଆଜି ୧୧ ଜଣଙ୍କ ଜୀବନ ନେଇଛି ମହାମାରୀ କାରାନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨୧ରେ ପଂହଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ କୁହାଯାଇଛି । ପ୍ରାଣ ହରାଇଥିବା ୧୧ ମୃତକଙ୍କ ମଧ୍ୟରୁ ବାଲେଶ୍ୱର, ବଲାଙ୍ଗିର,

ଗତ ୨୪ ଘଂଟାରେ ୪୧୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର କରୁଛି । ଆଜି ଗୋଟିଏ ଦିନରେ ୪୧୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୪୫୩ ଓ ସ୍ଥାନୀୟ ସଂକ୍ରମିତ ୧୭୩୬

କୋଭିଡ ହସ୍ପିଟାଲରେ ମକ୍ ଡ୍ରିଲ

ଭୁବନେଶ୍ୱର- ଭୁବନେଶ୍ୱର-କଟକରେ ଥିବା କୋଭିଡ ହସ୍ପଟାଲ ଗୁଡିକରେ ଅଗ୍ନି ନରାପତା ବ୍ୟବସ୍ଥା କିଭଳି ରହିଛି ତାହାର ଯାଂଚ କରାଯାଉଛି । ଆଜି ଅଗ୍ନିଶମ ବାହିନୀର ୮ ଜଣିଆ ଟିମ ଭୁବନେଶ୍ୱରର ବିଭିନ୍ନ କୋଭିଡ ହସ୍ପିଟାଲରେ ପିପିଇ କିଟ ପିନ୍ଧି ମକଡ୍ରିଲ ଓ ଯାଂଚ କରୁଛନ୍ତି । ନିଆଁ ଲାଗିବା

ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର- ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ ହୋଇଛି । ଜାରି ବିଜ୍ଞପ୍ତି ଅନୁସାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ବରିଷ୍ଠ ଓଏଏସ କିଶୋର ଚନ୍ଦ୍ର ଦାସଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ସେହିପରି ସଂସ୍କୃତି ବିଭାଗର

+୩ ଏବଂ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଆରମ୍ଭ

ଭୁବନେଶ୍ୱର- କୋଭିଡ କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଉଛି +୩ ଓ ପିଜି ଶେଷ ସିମିଷ୍ଟର ପରୀକ୍ଷା । କିଛି ଶିକ୍ଷାନୁଷ୍ଠାନ ଅନଲାଇନ ଦ୍ୱାରା ପରୀକ୍ଷା କରୁଥିବା ବେଳେ ଅନ୍ୟ କିଛି ଅଫଲାଇନ ଯୋଗେ କରୁଛନ୍ତି । ଅକ୍ଟୋବର ୧୦ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ କରିବାକୁ ଉଚ୍ଚ

କଂଗ୍ରେସ ଆତ୍ମ ମନ୍ଥନ କରୁ

ଦେଶର ସର୍ବପୁରାତନ ରାଜନୈିତିକ ଦଳ କଂଗ୍ରେସର କାର୍ଯ୍ୟଧାରାରେ ଦଳର ୨୩ ଜଣ ବରିÂ ନେତାଙ୍କ ଉଦବେଗ ଏବଂ ସୁଧାରିବା ପାଇଁ ଦେଇଥିବା ପ୍ରସ୍ତାବ ନେହେରୁ ଗାନ୍ଧୀ ପରିବାରକୁ ଘେରି ରହିଥିବା ଅନୁଗତଙ୍କ ବିରୋଧ ସତ୍ୱେ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି)ରେ ଅନୁମୋଦନ ଲାଭ କରିଛି ସତ ମାତ୍ର

ବାଲେଶ୍ୱରରେ ଦିନକରେ ୧୮୩ ପଜିଟିଭ୍

ବାଲେଶ୍ୱର: ଓଡ଼ିଶାରେ ବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି । ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚିବା ପରେ କ୍ରମହ୍ରାସମାନ ଅବସ୍ଥାରେ ଏହା କମିବ ବୋଲି ଜଣାପଡ଼ିଛି । ତେବେ ସରକାରଙ୍କ ପକ୍ଷରୁ

ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଆରମ୍ଭ

ସୋର: ବାଲେଶ୍ୱର ଜିଲ୍ଲାରେ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି କ୍ରମରେ ଜିଲ୍ଲାର ସମସ୍ତ ୧ରୁ ୧୯ ବର୍ଷ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ । ଏ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୃମି

ମନ୍ଦିରରୁ ହୁଣ୍ଡି ଉଠାଇନେଲେ ଦୁର୍ବୁତ୍ତ

ବାଲିକୁଦା: ଗତକାଲି ରାତିରେ ଡକାୟତ ମାନେ ନାଗପୁର ସ୍ଥିତ ମା' ଜାଗୁଳାଇଙ୍କ ମନ୍ଦିରର ସମ୍ମୁଖରେ ଥିବା ଏକ ହୁଣ୍ଡି ଉଠାଇନେବା ସହିତ କାନ୍ଥରେ ଲାଗିଥିବା ହୁଣ୍ଡିକୁ ମଧ୍ୟ ଭାଙ୍ଗି ନେଇଯାଇଥିବା ଜଣା ପଡିଛି । ଏଥି ସହିତ ଦୂର୍ବୁତ୍ତ ମାନେ ମା'ଙ୍କ ଦେହରେ ପିନ୍ଧିଥିବା ଲକ୍ଷାଧିକ ଟଙ୍କାର ସୁନା