ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ଆକ୍ରମଣ

ବାଲେଶ୍ୱର- ବିଦ୍ୟୁତ କାଟକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲା ଫୁଲାଡି ଷ୍ଟ୍ରକଚରରେ କାମ କରୁଥିବା ୬ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗତ ସପ୍ତାହରେ କଛି ସମୟ ଲାଇନ କଟି ବିଦ୍ୟୁତ କର୍ମଚାରୀ ମାନେ ଟ୍ରାନ୍ସଫର ମରାମତି କରୁଥିଲେ । ଏହି ସମୟରେ କିଛି ସ୍ଥାନୀୟ

ଷଣ୍ଢ ଦେହରେ ଧକ୍କା ୧ ମୃତ ୨ ଆହତ

ଭୁବନେଶ୍ୱର: ଷଣ୍ଢ ଦେହରେ ଧକ୍କା ହୋଇ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଭଳି ଘଟଣା ଅଭାବନିୟ ଘଟଣା ଘଟିଛି ଫୁଲନଖରା-ନିଆଳି ରାସ୍ତାରେ । ମୃତ ବ୍ୟକ୍ତି ଜଣକ ହେଲେ ଅଢାଳିଆର ଶଙ୍କର୍ଷଣ ସାହୁ (୫୦) । ଆହତଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ ।

୨୫ରେ ବସିବ ସିର୍ବଦଳୀୟ ବୈଠକ

ଭୁବନେଶ୍ୱର- ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । କରୋନା କଟଣା ଭିତରେ ଆସନ୍ତା ୧୯ ତାରିଖରେ ବିଧାନସଭାମୌସୁମୀ ଅଧିବେଶନ ବସିବ । ତେବେ ବିଧାନସଭା କେମିତି ଚାଲିବ, ଗାଇଡଲାଇନ କଣ ରହିବ, ପ୍ରଶ୍ନକାଳ-ଉତରକାଳ ଓ ଶୂନ୍ୟକାଳ ରହିବ କି ନାହିଁ

ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି । ଅଗ୍ନକାଣ୍ଡ ଆଇସିୟୁରେ ନିଆଁ ଲାଗିବା ଦ୍ୱାରା ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ସେଠାରୁ ରୋଗୀଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ତେବେ ଏହା

ପ୍ରସାର ଭାରତୀର ପୂର୍ବତନ ଉପନିର୍ଦେଶକ ଅଭୟ କୁମାର ପାଢୀଙ୍କ ପରଲୋକ

ଭୁବନେଶ୍ୱର- ପ୍ରସାର ଭାରତୀର ପୂର୍ବତନ ଉପନିର୍ଦେଶକ ଅଭୟ କୁମାର ପାଢୀଙ୍କ ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ବରଗଡ ବିକାଶ ହସ୍ପଟାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ଅଧିକ ଗରୁତର ହେବାରୁ ତାଙ୍କୁ

ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ମୁମ୍ବାଇ- ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହାନୀ ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ କରୁଛି । କିନ୍ତୁ ଦ୍ୱିତୀୟ ମହଲାରୁ ନିଆଁ ଲିିଭିନଥିବା ଦେଖିବାକୁ ମିଳିଛି । ଏନସିବି କାର୍ଯ୍ୟାଳୟ ତୃତୀୟ ମହଲାରେ ରହିଛି । ଏବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ

୯ଟି ହାଇୱେ ପ୍ରୋଜେକ୍ଟର ଶୁଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ବିହାରର ୯ଟି ହାଇୱେ ପ୍ରୋଜେକ୍ଟ ଓ ଘର ତକ୍ ଫିବ୍ରିର ଯୋଜନାର ଶୁଭ ଉଦଘାଟନ କରିଛନ୍ତି । ଭିତିଭୂମି ବିକାଶ କରିବା ଏହାର ମୂଳ ଲକ୍ଷ୍ୟ । ଏହି ହାଇୱେର ଲମ୍ବ ୩୫୦ କିଲୋମିଟର ରହିଛି, ଓ ଏହାକୁ ନିର୍ମାଣ କରିବା ପାଇଁ

କୃଷି ଆଇନ ବିରୋଧରେ ୨୫ରେ ଭାରତ ବନ୍ଦ ଡାକରା

ଭୁବନେଶ୍ୱର: କୃଷି ଆଇନ ବିରୋଧରେ ଆସନ୍ତା ୨୫ ତାରିଖରେ ସର୍ବଭାରତୀୟ ବନ୍ଦ ଆହ୍ୱାନ ଓ ପ୍ରତିରୋଧ ଦିବସକୁ ଓଡ଼ିଶାରେ ସଫଳ କରିବା ପାଇଁ କୃଷକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ସଂସଦର ସମସ୍ତ ବିଧି ବ୍ୟବସ୍ଥା ଏବଂ ସାଂସଦଙ୍କ ଭୋଟଦାନକୁ ଅସ୍ୱୀକାର କରି ବାଚନିକ ମତରେ ଅତ୍ୟନ୍ତ ତରବରିଆ

ମୁମ୍ବାଇରେ କୋଠା ଭୁଷୁଡି ୧୧ମୃତ୍ୟୁ

ମୁମ୍ବଇ: ମହାରାଷ୍ଟ୍ରର ମୁମ୍ବାଇ ନିକଟ ଭିୱାଣ୍ଡିରେ କୋଠା ଭୁଷୁଡି ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ବର୍ତମାନ ମଧ୍ୟ ସ୍ଥାନୀୟ ଲୋକେ ଓ ଏନଡିଆରଏଫ ଟିମ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୋଠା ଭିତରେ ଆହୁରି ୨୦ ରୁ ଅଧିକ ଲୋକେ ଫସି

ଦେଶରେ ୨୪ଘଂଟାରେ ୮୬, ୯୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୧,୧୩୦ ମୃତ୍ୟୁ

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ୮୬,୯୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪,୮୭,୫୮୧କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୦,୦୩,୨୯୯ ଅକଟିଭ ମାମଲା ରହିଥିବା ବେଳେ ୪୩,୯୬,୩୯୯ ସୁସ୍ଥ ହୋଇଛନ୍ତି ଓ ୮୭,୮୮୨